ସ୍ବାଧୀନତା ଦିବସରେ ଅଘଟଣ, ପତାକା ବାନ୍ଧୁଥିବା ସମୟରେ ବିଦ୍ୟୁତ ଆଘାତରେ ଜଣେ ବ୍ୟକ୍ତିଙ୍କ ମୃତ୍ଯୁ
ବରୀ: ସ୍ବାଧୀନତା ଦିବସରେ ଅଘଟଣ। ପତାକା ଉତ୍ତୋଳନ ପାଇଁ ପତାକା ବାନ୍ଧୁଥିବା ସମୟରେ ବିଦ୍ୟୁତ ଆଘାତରେ ଜଣେ ବ୍ୟକ୍ତିଙ୍କର ମୃତ୍ଯୁ ଘଟିଛି। ଉକ୍ତ ବ୍ୟକ୍ତିଙ୍କ ନାଁ ନିର୍ମଳ ପ୍ରଧାନ (୨୮) ବୋଲି ଜଣାପଡ଼ିଛି। ସେ ଭାରତ ଫାଇନାସରେ କାର୍ଯ୍ୟ କରୁଥିବା ସୂଚନା। ତାଙ୍କ ଘର ଧର୍ମଶାଳାର ମିର୍ଜାପୂର ବୋଲି ଜଣାପଡିଛି।