ସ୍ବାମୀ ପ୍ରେମିକାଙ୍କ ସହ ଘରେ ଥିବା ବେଳେ ପୋଲିସ ନେଇ ପହଞ୍ଚିଗଲେ ସ୍ତ୍ରୀ, ପରେ ଯାହା ହେଲା ଦେଖିଲେ…
ବର୍ତ୍ତମାନ ସମୟରେ ବିବାହ ପରେ ଅନୈତିକ ସମ୍ପର୍କ ରଖିବା ମାମଲା ବୃଦ୍ଧି ପାଇବାରେ ଲାଗିଛି। ସେମାନଙ୍କ ମଧ୍ୟରୁ କିଛି ଧରାପଡ଼ୁଥିବାର ଭିଡିଓ ସାମ୍ନାକୁ ଆସିଥାଏ। ଏହି କ୍ରମରେ ଏବେ ଜଣେ ସ୍ବାମୀଙ୍କ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ପତ୍ନୀଜଣଙ୍କ ସ୍ବାମୀଙ୍କୁ ଅନ୍ୟ ମହିଳାଙ୍କ ସହ ଧରିବା ପରର ଦୃଶ୍ୟ ଦେଖିବାକୁ ମିଳୁଛି। ଭିଡିଓଟି ଉତ୍ତରପ୍ରଦେଶର ହାପୁଡ଼ ଜିଲାର। ପୂର୍ବରୁ ପତ୍ନୀଜଣଙ୍କ ସ୍ବାମୀଙ୍କ ଉପରେ ସନ୍ଦେହ କରୁଥିଲେ। ହେଲେ ପ୍ରେମିକାଙ୍କ ସହ ତାଙ୍କୁ କିଭଳି ଧରିବେ ସେନେଇ ଯୋଜନା […] The post ସ୍ବାମୀ ପ୍ରେମିକାଙ୍କ ସହ ଘରେ ଥିବା ବେଳେ ପୋଲିସ ନେଇ ପହଞ୍ଚିଗଲେ ସ୍ତ୍ରୀ, ପରେ ଯାହା ହେଲା ଦେଖିଲେ… appeared first on Dharitri Odia News.
ବର୍ତ୍ତମାନ ସମୟରେ ବିବାହ ପରେ ଅନୈତିକ ସମ୍ପର୍କ ରଖିବା ମାମଲା ବୃଦ୍ଧି ପାଇବାରେ ଲାଗିଛି। ସେମାନଙ୍କ ମଧ୍ୟରୁ କିଛି ଧରାପଡ଼ୁଥିବାର ଭିଡିଓ ସାମ୍ନାକୁ ଆସିଥାଏ। ଏହି କ୍ରମରେ ଏବେ ଜଣେ ସ୍ବାମୀଙ୍କ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ପତ୍ନୀଜଣଙ୍କ ସ୍ବାମୀଙ୍କୁ ଅନ୍ୟ ମହିଳାଙ୍କ ସହ ଧରିବା ପରର ଦୃଶ୍ୟ ଦେଖିବାକୁ ମିଳୁଛି।
ଭିଡିଓଟି ଉତ୍ତରପ୍ରଦେଶର ହାପୁଡ଼ ଜିଲାର। ପୂର୍ବରୁ ପତ୍ନୀଜଣଙ୍କ ସ୍ବାମୀଙ୍କ ଉପରେ ସନ୍ଦେହ କରୁଥିଲେ। ହେଲେ ପ୍ରେମିକାଙ୍କ ସହ ତାଙ୍କୁ କିଭଳି ଧରିବେ ସେନେଇ ଯୋଜନା କରୁଥିଲେ। ଏକଦା ତାଙ୍କୁ ଖବର ମିଳିବା ପରେ ସେ ତୁରନ୍ତ ପୋଲିସକୁ ନେଇ ସ୍ବାମୀ ଥିବା ଘରେ ପହଞ୍ଚି ଯାଇଥିଲେ। ଏହାପରେ ପ୍ରେମିକାଙ୍କ ସହ ସ୍ବାମୀଙ୍କୁ ଦେଖି ରାଗରେ ନିଆଁବାଣ ହୋଇଯାଇଥିଲେ। ସେ ସ୍ବାମୀଙ୍କୁ ଜୋରଦାର ଚାପୁଡ଼ା ମାରିବାକୁ ପଛାଇ ନ ଥିଲେ।
ସ୍ବାମୀ-ସ୍ତ୍ରୀଙ୍କ ଝଗଡ଼ାର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ନେଟିଜେନ୍ସ କମେଣ୍ଟ କରୁଛନ୍ତି। ଆପଣ ବି ଦେଖନ୍ତୁ:
हापुड
पति-पत्नी में वो लेकर हाई वोल्टेज ड्रामा। पत्नी ने अपने पति को रंगे हाथ प्रेमिका के साथ पकड़ा। पुलिस की मौजूदगी में पति पत्नी में हुई मारपीट। पुलिस को साथ लेकर महिला आपने पति व प्रेमिका के पास थी पहुंची। हापुड थाना देहात की घटना।@Uppolice @hapurpolice pic.twitter.com/RjnRrQZIkk— Shakti Thakur (president electronic media- hapur) (@ShaktiT77460827) July 7, 2024
The post ସ୍ବାମୀ ପ୍ରେମିକାଙ୍କ ସହ ଘରେ ଥିବା ବେଳେ ପୋଲିସ ନେଇ ପହଞ୍ଚିଗଲେ ସ୍ତ୍ରୀ, ପରେ ଯାହା ହେଲା ଦେଖିଲେ… appeared first on Dharitri Odia News.