ସ୍ମୃତି ସାଉଁଟିଲେ ଖଲ୍ଲିକୋଟ ମହାବିଦ୍ୟାଳୟ ୧୯୮୩-୮୫ ଗ୍ରାଜୁଏସନ ବ୍ୟାଚ।

ଗୋପାଳପୁର ,୧୧/୦୨ ଖଲ୍ଲିକୋଟ ମହାବିଦ୍ୟାଳୟ ର ୧୯୮୩-୮୫ ଗ୍ରାଜୁଏସନ ବ୍ୟାଚ ର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଗୋପାଳପୁର ଠାରେ ଅନୁଷ୍ଠିତ ହୋଇଥିଲା। ଆୟୋଜିତ କାର୍ଯ୍ୟକ୍ରମ ଡ଼ ଶଙ୍କର ମାଝୀ ଙ୍କ ସଂଯୋଜନା ରେ ଆୟୋଜିତ ହୋଇଥିବାବେଳେ ସନ୍ତୋଷ ମିଶ୍ର କାର୍ଯ୍ୟକ୍ରମ ଆୟୋଜନ କରିଥିଲେ।ରାଜେନ୍ଦ୍ର ଜେନା ଅଧ୍ୟକ୍ଷତା କରିଥିଲେ।ସଭା ପ୍ରାରମ୍ଭରେ କିଛି ଦିବଙ୍ଗତ ସହପାଠୀ ଙ୍କ ସ୍ମୃତି ରେ ଦୁଇ ମିନିଟ ନୀରବ ପ୍ରାର୍ଥନା ସହ ଅମର ଆତ୍ମାର ସଦଗତି କାମନା କରା ଯାଇଥିଲା।ଏହି ଅବସରରେ ଉପସ୍ଥିତ […] The post ସ୍ମୃତି ସାଉଁଟିଲେ ଖଲ୍ଲିକୋଟ ମହାବିଦ୍ୟାଳୟ ୧୯୮୩-୮୫ ଗ୍ରାଜୁଏସନ ବ୍ୟାଚ। appeared first on Odisha.News.

ସ୍ମୃତି ସାଉଁଟିଲେ  ଖଲ୍ଲିକୋଟ ମହାବିଦ୍ୟାଳୟ ୧୯୮୩-୮୫ ଗ୍ରାଜୁଏସନ ବ୍ୟାଚ।

ଗୋପାଳପୁର ,୧୧/୦୨
ଖଲ୍ଲିକୋଟ ମହାବିଦ୍ୟାଳୟ ର ୧୯୮୩-୮୫ ଗ୍ରାଜୁଏସନ ବ୍ୟାଚ ର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଗୋପାଳପୁର ଠାରେ ଅନୁଷ୍ଠିତ ହୋଇଥିଲା। ଆୟୋଜିତ କାର୍ଯ୍ୟକ୍ରମ ଡ଼ ଶଙ୍କର ମାଝୀ ଙ୍କ ସଂଯୋଜନା ରେ ଆୟୋଜିତ ହୋଇଥିବାବେଳେ ସନ୍ତୋଷ ମିଶ୍ର କାର୍ଯ୍ୟକ୍ରମ ଆୟୋଜନ କରିଥିଲେ।ରାଜେନ୍ଦ୍ର ଜେନା ଅଧ୍ୟକ୍ଷତା କରିଥିଲେ।ସଭା ପ୍ରାରମ୍ଭରେ କିଛି ଦିବଙ୍ଗତ ସହପାଠୀ ଙ୍କ ସ୍ମୃତି ରେ ଦୁଇ ମିନିଟ ନୀରବ ପ୍ରାର୍ଥନା ସହ ଅମର ଆତ୍ମାର ସଦଗତି କାମନା କରା ଯାଇଥିଲା।ଏହି ଅବସରରେ ଉପସ୍ଥିତ ରହିଥିବା ସହପାଠୀ ମାନେ ପୁରୁଣା ସ୍ମୃତି ଚାରଣ କରିବା ସହ ଏହିପରି କାର୍ଯ୍ୟକ୍ରମ ରେ ସାମିଲ ରହିଥିବାରୁ ଧନ୍ୟବାଦ ଅର୍ପଣ କରା ଯାଇଥିଲା।ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ନିତ୍ୟାନନ୍ଦ ଦାସ, ଦେବାଶିଷ ପାଣିଗ୍ରାହୀ,ପରିମତି ପାତ୍ର, ସନ୍ତୋଷ ମିଶ୍ର, ପ୍ରଦିପ ପାଢ଼ୀ, ସୁକାନ୍ତ ଦାସ, ଡ଼ଃ ସୂର୍ଯ୍ୟ ନାରାୟଣ ପଣ୍ଡା, ଅଶୋକ ସାମନ୍ତ,ଆକୁନଳାନନ୍ଦ ପାଢ଼ୀ, ପୁରୁଷୋତ୍ତମ ସାହୁ, ଅକ୍ଷୟ କୁମାର ପାତ୍ର, ଗୋରୀ ଶଙ୍କର ରାଉଳ, ସୁରେଶ ପଟ୍ଟନାୟକ,ପ୍ରକାଶ ଚନ୍ଦ୍ର ମହାପାତ୍ର,ଶୈବାଳ ଘୋଷ,ବିଜୟ ମହାପାତ୍ର, ସଂଯୁକ୍ତା ବେହେରା, ନରେନ୍ଦ୍ର ସାହୁ, ଡ଼ ଅଭୟ କୁମାର ପରିଛା ପଟ୍ଟନାୟକ,ଶିଶିର କୁମାର ମହାପାତ୍ର, ଡ଼ ରମେଶ ଚନ୍ଦ୍ର ପ୍ରଧାନ ଓ ପୁଷ୍ପଲତା ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ।

The post ସ୍ମୃତି ସାଉଁଟିଲେ ଖଲ୍ଲିକୋଟ ମହାବିଦ୍ୟାଳୟ ୧୯୮୩-୮୫ ଗ୍ରାଜୁଏସନ ବ୍ୟାଚ। appeared first on Odisha.News.