ମୁଖାଧାରୀ ନାଲି ପଲସର ଆତଙ୍ଗ। ଅଳ୍ପକେ ବର୍ତ୍ତିଲେ ନା ବାଳକ ।
ଅସ୍ତରଙ୍ଗ,,ଅସ୍ତରଙ୍ଗ ଠାରୁ ପିର ବେଳାଭୂମି କୁ ସଂଯୋଗ କରୁଥିବା ରାସ୍ତା ର କଣମଣ ଛକ ଠାରୁ କିଛିବାଟ ଗଲାପରେ ଆଉ ଏକ ଛକ ପଡେ । ସେହି ତିନି ଛକି ରେ ଜଣେ ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ସୁଦି କେଶ୍ୱର୍ ଗ୍ରାମର ସୁଶାନ୍ତ କୁମାର ନାୟକ ଙ୍କ ପୁଅ ରୁଦ୍ର ପ୍ରସାଦ ନାୟକ,କଣମଣ ନଦୀ କୂଳରେ ଥିବା ସାଇକଲ ଦୋକାନରେ ସାଇକେଲ ମରାମତି କରି ଫେରୁଥିବା ବେଳେ,ନାଲି ପଲସର ରେ ଦୁଇ ଜଣ ମୁଖାଧରି ଅଜଣା ଯୁବକ […] The post ମୁଖାଧାରୀ ନାଲି ପଲସର ଆତଙ୍ଗ। ଅଳ୍ପକେ ବର୍ତ୍ତିଲେ ନା ବାଳକ । appeared first on Odisha.News.

ଅସ୍ତରଙ୍ଗ,,ଅସ୍ତରଙ୍ଗ ଠାରୁ ପିର ବେଳାଭୂମି କୁ ସଂଯୋଗ କରୁଥିବା ରାସ୍ତା ର କଣମଣ ଛକ ଠାରୁ କିଛିବାଟ ଗଲାପରେ ଆଉ ଏକ ଛକ ପଡେ । ସେହି ତିନି ଛକି ରେ ଜଣେ ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ସୁଦି କେଶ୍ୱର୍ ଗ୍ରାମର ସୁଶାନ୍ତ କୁମାର ନାୟକ ଙ୍କ ପୁଅ ରୁଦ୍ର ପ୍ରସାଦ ନାୟକ,କଣମଣ ନଦୀ କୂଳରେ ଥିବା ସାଇକଲ ଦୋକାନରେ ସାଇକେଲ ମରାମତି କରି ଫେରୁଥିବା ବେଳେ,ନାଲି ପଲସର ରେ ଦୁଇ ଜଣ ମୁଖାଧରି ଅଜଣା ଯୁବକ ଆସି pସେ ବାଳକ ନିକଟରେ ପହଂଚି ପିର ପୀଠ ବେଳା ଭୂମିକୁ ଯିବାକୁ ରାସ୍ତା କୋଉ ଗୋଟାକ ବୋଲି ପଚାରି ଥିଲେ । ସାଥୀ ସାଥୀ ବାଳକ ଜଣକ ପିର ବେଳାଭୂମି ରାସ୍ତା ଏହି ବାଟ ବୋଲି କହିଥିଲା । ମୁଖା ଧାରୀ ଯୁବକ ଦୁଇ କଣ ଯାକ ତୁ ଆମ ସାଙ୍ଗରେ ଆଶ ପିର ପୀଠ ଜିବୁ ବୋଲି କହିବାରୁ,ବାଳକ ଜଣକ କହିଥିଲେ ଜେ,ମୁଁ ଯିବିନି ତୁମେ ପିଲା ଚୋର ହୋଇ ଥିବ ଓ ମୋତେ ନେଇଯିବ । ଏହା ଶୁଣି ଅଜଣା ଯୁବକ ଦୁଇ ଜଣ ଯାକ ପକେଟରୁ ଛୁରୀ ବାହାର କରି,ତାର ବେକକୁ କାଟିବାକୁ ଛୁରୀ ଚଲେଇଲା ବେଳେ,ପିଲାଟି ନଇଁ ପଡ଼ି ତାର ଗୋଟେ ହାତକୁ ଟେକିଦେଲା ପରେ, ଛୁରୀ ଟି ପିଲାଟିର ହାତ ପାପୁଲିରେ ବାଜି କଟିଗଲା ପରେ ଜୋର୍ ରେ ରଡ଼ି ଛାଡ଼ିଲା । ସେହି ସମୟ ରେ ସେହି ରାସ୍ତାରେ ଜଣେ ଲୋକ ଆସୁଥିବା ଦେଖି ନାଲି ପଲସର୍ ରେ ଆସିଥିବା ଯୁବକ ଦିଜଣ ଯାକ ପିର ଜାହାନିଆ ଆଡ଼କୁ ଦୃତ୍ ଗତିରେ ପଳାଇ ଯାଇଥିଲେ । ପିଲାଟି ଭୟ ରେ କାନ୍ଦି କାନ୍ଦି,ଘରେ କହିଲା ପରେ,ଘର ଲୋକ ଅସ୍ତରଙ୍ଗ ପୋଲିସ କୁ ଖବର ଦେବା ପରେ ପୋଲିସ ଆସି ପହଞ୍ଚି ପିର ବେଳାଭୂମି ସଂଲଗ୍ନ ଜଙ୍ଗଲ ଆଦି ଖୋଜା ଖୋଜି କରି ଥିଲେ ବି, ସମାନଙ୍କର କିଛି ପତା ମିଳିପାରି ନଥିବା ଜଣା ପଡ଼ିଛ । ଏହି ପିର ବେଳାଭୂମି ରେ ଦିନକୁ ଦିନ ଅ ସାମାଜିକ କାର୍ଯ୍ୟକ୍ରମ ବୃଦ୍ଧି ପାଉଥିବା ବେଳେ, ସେଠାରେ ଥିବା ଏକ ବେ ଆଇନ ମଠରୁ ଗଞ୍ଜେଇ ଗଛ ଓ ନିଶା କାର ବାର ରେ ବ୍ୟବହୃତ କେତେକ ସରଞ୍ଜାମ ପୋଲିସ ଓ ବନ ବିଭାଗ ଜବତ କରିଥିଲା ।
The post ମୁଖାଧାରୀ ନାଲି ପଲସର ଆତଙ୍ଗ। ଅଳ୍ପକେ ବର୍ତ୍ତିଲେ ନା ବାଳକ । appeared first on Odisha.News.