ସ୍ୱଦେଶୀ ହେଲିକପ୍ଟର ଉଡ଼ାଇଲେ ବୈଜୟନ୍ତ

ସ୍ୱଦେଶୀ ହେଲିକପ୍ଟର ଉଡ଼ାଇଲେ ବୈଜୟନ୍ତ । ସାଂସଦ ତଥା ପିଏସୟୁ କମିଟି ଚେୟାରମ୍ୟାନ ଭାବରେ ସେ ହାଲ୍ ଭିଜିଟ୍ କରି ସ୍ୱଦେଶୀ ହେଲିକପ୍ଟର ଉଡ଼ାଇଛନ୍ତି ।

ସ୍ୱଦେଶୀ ହେଲିକପ୍ଟର ଉଡ଼ାଇଲେ ବୈଜୟନ୍ତ
Array