ସ୍ୱାତି ମାଲିଓ୍ଵାଲ ମାମଲା: ବିଭବ କୁମାରଙ୍କୁ ପୁଣି ଝଟ୍କା, ୧୪ ଦିନିଆ ନ୍ୟାୟିକ ହେପାଜତରେ ପଠାଇଲେ କୋର୍ଟ
ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସ୍ୱାତି ମାଲିଓ୍ଵାଲଙ୍କୁ ଆକ୍ରମଣ ମାମଲାରେ ଦିଲ୍ଲୀ ସିଏମ ଅରବିନ୍ଦ କେଜ୍ରିୱାଲଙ୍କ ପିଏ ବିଭବ କୁମାରଙ୍କୁ କୋର୍ଟରୁ ପୁଣିଥରେ ଝଟ୍କା ମିଳିଛି । ତିସ୍ ହଜାରି କୋର୍ଟ ବିଭବ କୁମାରଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇଛନ୍ତି । ଏହାପୂର୍ବରୁ ମଧ୍ୟ ତାଙ୍କୁ ଚାରି ଦିନ ଏବଂ ପରେ ତିନି ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଯାଇଥିଲା । ଆଜି ତାଙ୍କର ନ୍ୟାୟିକ ହେପାଜତ ଶେଷ ହେଉଥିବା ବେଳେ ଦିଲ୍ଲୀର ତିସ୍ […] The post ସ୍ୱାତି ମାଲିଓ୍ଵାଲ ମାମଲା: ବିଭବ କୁମାରଙ୍କୁ ପୁଣି ଝଟ୍କା, ୧୪ ଦିନିଆ ନ୍ୟାୟିକ ହେପାଜତରେ ପଠାଇଲେ କୋର୍ଟ appeared first on KNews Odisha.

ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସ୍ୱାତି ମାଲିଓ୍ଵାଲଙ୍କୁ ଆକ୍ରମଣ ମାମଲାରେ ଦିଲ୍ଲୀ ସିଏମ ଅରବିନ୍ଦ କେଜ୍ରିୱାଲଙ୍କ ପିଏ ବିଭବ କୁମାରଙ୍କୁ କୋର୍ଟରୁ ପୁଣିଥରେ ଝଟ୍କା ମିଳିଛି । ତିସ୍ ହଜାରି କୋର୍ଟ ବିଭବ କୁମାରଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇଛନ୍ତି । ଏହାପୂର୍ବରୁ ମଧ୍ୟ ତାଙ୍କୁ ଚାରି ଦିନ ଏବଂ ପରେ ତିନି ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଯାଇଥିଲା ।
ଆଜି ତାଙ୍କର ନ୍ୟାୟିକ ହେପାଜତ ଶେଷ ହେଉଥିବା ବେଳେ ଦିଲ୍ଲୀର ତିସ୍ ହାଜାରି କୋର୍ଟରେ ତାଙ୍କୁ ହାଜର କରାଯାଇଥିଲା । ହେଲେ ଏଠାରୁ କୋର୍ଟ ତାଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇ ଦେଇଛନ୍ତି ।
The post ସ୍ୱାତି ମାଲିଓ୍ଵାଲ ମାମଲା: ବିଭବ କୁମାରଙ୍କୁ ପୁଣି ଝଟ୍କା, ୧୪ ଦିନିଆ ନ୍ୟାୟିକ ହେପାଜତରେ ପଠାଇଲେ କୋର୍ଟ appeared first on KNews Odisha.