ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟାକାଣ୍ଡକୁ ପୂରିଲା ୧୬ ବର୍ଷ, କେବେ ଖୋଲିବ ରହସ୍ୟ?
୨୦୦୮ ମସିହା ଅଗଷ୍ଟ ୨୩ ତାରିଖ ଜନ୍ମାଷ୍ଟମୀ ଦିନ କନ୍ଧମାଳର ଜଲେସପଟା ଆଶ୍ରମରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କୁ ହତ୍ୟା କରିଥିଲେ ଦୁର୍ବୃର୍ତ୍ତ।
ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟାକାଣ୍ଡକୁ ପୂରିଛି ୧୬ ବର୍ଷ। ୨୦୦୮ ମସିହା ଅଗଷ୍ଟ ୨୩ ତାରିଖ ଜନ୍ମାଷ୍ଟମୀ ଦିନ କନ୍ଧମାଳର ଜଲେସପଟା ଆଶ୍ରମରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କୁ ହତ୍ୟା କରିଥିଲେ ଦୁର୍ବୃର୍ତ୍ତ। ଏଥିସହ ତାଙ୍କର ୪ ଜଣ ସହଯୋଗୀଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ହେଲେ ଏଯାଏ ପ୍ରକୃତ ହତ୍ୟାକାରୀ ଧରା ପଡି ନାହାନ୍ତି। ଦେଖନ୍ତୁ ପୂରା ରିପୋର୍ଟ।