ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ ସଜ୍ଜା

ବଲାଙ୍ଗୀର : ସ୍ୱାମୀ ହନ୍ତା ସ୍ତ୍ରୀକୁ ଆଜୀବନ ସଜ୍ଜା । କାରାଦଣ୍ଡ ଶୁଣାଇଲେ ବଲାଙ୍ଗୀର ଜିଲ୍ଲା ଦୌରା ଜଜ ଇ ଆଜୀବନ କାରାଦଣ୍ଡାଦେଶ ସହିତ ୧୦ ହଜାର ଟଙ୍କା ଜୋରିମାନା କରିଛନ୍ତି । ବଲାଙ୍ଗୀର ଜିଲ୍ଲା ତୁଷୁରା ଥାନା ମହୀପୁର ଗାଁରେ ଘଟିଥିଲା ହତ୍ୟାକାଣ୍ଡ । ପାରିବାରିକ କଳହକୁ କେନ୍ଦ୍ରକରି ରାତିରେ ସ୍ୱାମୀ ଶୋଇଥିବାବେଳେ,ଧାରୁଆ ଅସ୍ତ୍ରରେ ବେକ କାଟି ହତ୍ୟା କରିଥିଲା ସ୍ତ୍ରୀ ।