ସ୍ୱେଚ୍ଛାକୃତ ଅବସର ନେଲେ ୧୯୯୬ ବ୍ୟାଚ୍ ଓଡ଼ିଶା କ୍ୟାଡର ଆଇପିଏସ ସଞ୍ଜୟ ସିଂହ

ଭୁବନେଶ୍ୱର : ସ୍ୱେଚ୍ଛାକୃତ ଅବସର ନେଇଛନ୍ତି ୧୯୯୬ ବ୍ୟାଚ୍ ଓଡ଼ିଶା କ୍ୟାଡର ଆଇପିଏସ ଅଫିସର ସଂଜୟ ସିଂହ। ସ୍ୱେଚ୍ଛାକୃତ ଅବସର ବା ଭିଆରଏସ ପାଇଁ ତାଙ୍କ ଆବେଦନକୁ ମଞ୍ଜୁର କରିଛି ରାଜ୍ୟ ଗୃହ ବିଭାଗ। ସଞ୍ଜୟ ସିଂହ ବର୍ତ୍ତମାନ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ଡେପୁଟି ଡିଜି ଥିଲେ। ତେବେ ସେ କାହିଁକି ଭିଆରଏସ୍ ନେଲେ ସେ ସମ୍ପର୍କରେ କିଛି ଜଣାପଡ଼ିନାହିଁ। ଓଡ଼ିଶା ପୁଲିସର ବିଭିନ୍ନ ପଦପଦବୀରେ ଅବସ୍ଥାପିତ ଥିଲେ ସଞ୍ଜୟ ସିଂହ। ୨୦୨୧ରେ ସେ କେନ୍ଦ୍ରୀୟ ଡେପୁଟେସନରେ […]

ସ୍ୱେଚ୍ଛାକୃତ ଅବସର ନେଲେ ୧୯୯୬ ବ୍ୟାଚ୍ ଓଡ଼ିଶା କ୍ୟାଡର ଆଇପିଏସ ସଞ୍ଜୟ ସିଂହ
Odisha Govt Allows Senior IPS Sanjay Kumar Singh to Take Voluntary Retirement

ଭୁବନେଶ୍ୱର : ସ୍ୱେଚ୍ଛାକୃତ ଅବସର ନେଇଛନ୍ତି ୧୯୯୬ ବ୍ୟାଚ୍ ଓଡ଼ିଶା କ୍ୟାଡର ଆଇପିଏସ ଅଫିସର ସଂଜୟ ସିଂହ। ସ୍ୱେଚ୍ଛାକୃତ ଅବସର ବା ଭିଆରଏସ ପାଇଁ ତାଙ୍କ ଆବେଦନକୁ ମଞ୍ଜୁର କରିଛି ରାଜ୍ୟ ଗୃହ ବିଭାଗ।

348b6736 0a65 4b82 ae2f d9bb22ba94d1

ସଞ୍ଜୟ ସିଂହ ବର୍ତ୍ତମାନ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ଡେପୁଟି ଡିଜି ଥିଲେ। ତେବେ ସେ କାହିଁକି ଭିଆରଏସ୍ ନେଲେ ସେ ସମ୍ପର୍କରେ କିଛି ଜଣାପଡ଼ିନାହିଁ। ଓଡ଼ିଶା ପୁଲିସର ବିଭିନ୍ନ ପଦପଦବୀରେ ଅବସ୍ଥାପିତ ଥିଲେ ସଞ୍ଜୟ ସିଂହ। ୨୦୨୧ରେ ସେ କେନ୍ଦ୍ରୀୟ ଡେପୁଟେସନରେ ଯାଇଥିଲେ। ସଞ୍ଜୟ ସିଂହ ସିବିଆଇରେ ମଧ୍ୟ କିଛି ଦିନ କାର୍ଯ୍ୟ କରିଥିଲେ।