ହକ ପାଇଁ ରାଜଧାନୀରେ ଗର୍ଜିଲେ ଦିଦି : ଉପମୁଖ୍ୟମନ୍ତ୍ରୀଙ୍କ ସୂଚନା,ପ୍ରଥମେ କରନ୍ତୁ ଆଲୋଚନା

କନକବ୍ୟୁରୋ : ଲୋୟର ପିଏମଜିରେ ଅଙ୍ଗନବାଡି କର୍ମୀଙ୍କ ଗଣଧାରଣା । ସରକାରୀ ମାନ୍ୟତା ସାଙ୍ଗକୁ ଦରମା ବୃଦ୍ଧି ଦାବିରେ ଏକାଠି ହୋଇଛନ୍ତି ହଜାର ହଜାର ଅଙ୍ଗନବାଡି କର୍ମୀ ଓ ସହାୟିକା । ବହିଷ୍କାର ହୋଇଥିବା କର୍ମୀଙ୍କୁ ପୁନନିଯୁକ୍ତି । ନିର୍ବାଚନ ପୂର୍ବରୁ ସରକାର ଦେଇଥିବା ପ୍ରତିଶ୍ରୁତି ଲାଗୁ କରିବା ପାଇଁ ଦାବି କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ।  ଏହା ସହ ହଟ କୁକ ମିଲ୍ ପାଇଁ ମୁଣ୍ଡପିଛା ୭ ଟଙ୍କା ୨୦ ପଇସା ସର୍ବମୋଟ ମିଳୁଥିବା ବେଳେ ଏହାର ବୃଦ୍ଧି ପାଇଁ ଦାବି କରାଯାଇଛି ।   