ହଜିଗଲା ମାନବିକତା, ୭ଟି ଗାଈ ଉପରେ ଏସିଡ ମାଡ଼ କଲେ ଦୁର୍ବୃତ୍ତ

ବ୍ରହ୍ମପୁର : ହଜିଯାଉଛି ମାନବିକତା । ନୃଶଂସତାର ଚରମ ସୀମାରେ ପହଞ୍ଚିଛି ମଣିଷ ।  ଗାଈକୁ ମାଡ଼ କଲା ଏସିଡ । ବ୍ରହ୍ମପୁର ଗାନ୍ଧୀନଗର ମାରୁତି ବିହାରରେ ୭ଟି ଗାଈ ଉପରେ ଏସିଡ ମାଡ଼ କରିଛନ୍ତି ଦୁର୍ବୃତ୍ତ । ବାଡ଼ ଭାଙ୍ଗି ଗାଇ ଓ ବାଛୁରୀ ବାଡ଼ି ଭିତରେ ପଶିବାରୁ ଏସିଡ୍ ଫିଙ୍ଗିଥିଲେ । ଏସିଡ୍ ଫିଙ୍ଗିଥିବା ବ୍ୟକ୍ତିଙ୍କ ନାଁରେ ବ୍ରହ୍ମପୁର ଟାଉନ ଥାନାରେ ଏତଲା ଦିଆଯାଇଛି । ଏହି ଘଟଣାକୁ ନେଇ ପୋଲିସ ସହ ଆଲୋଚନା […] The post ହଜିଗଲା ମାନବିକତା, ୭ଟି ଗାଈ ଉପରେ ଏସିଡ ମାଡ଼ କଲେ ଦୁର୍ବୃତ୍ତ appeared first on KNews Odisha.

ହଜିଗଲା ମାନବିକତା, ୭ଟି ଗାଈ ଉପରେ ଏସିଡ ମାଡ଼ କଲେ ଦୁର୍ବୃତ୍ତ
cow

ବ୍ରହ୍ମପୁର : ହଜିଯାଉଛି ମାନବିକତା । ନୃଶଂସତାର ଚରମ ସୀମାରେ ପହଞ୍ଚିଛି ମଣିଷ ।  ଗାଈକୁ ମାଡ଼ କଲା ଏସିଡ । ବ୍ରହ୍ମପୁର ଗାନ୍ଧୀନଗର ମାରୁତି ବିହାରରେ ୭ଟି ଗାଈ ଉପରେ ଏସିଡ ମାଡ଼ କରିଛନ୍ତି ଦୁର୍ବୃତ୍ତ । ବାଡ଼ ଭାଙ୍ଗି ଗାଇ ଓ ବାଛୁରୀ ବାଡ଼ି ଭିତରେ ପଶିବାରୁ ଏସିଡ୍ ଫିଙ୍ଗିଥିଲେ । ଏସିଡ୍ ଫିଙ୍ଗିଥିବା ବ୍ୟକ୍ତିଙ୍କ ନାଁରେ ବ୍ରହ୍ମପୁର ଟାଉନ ଥାନାରେ ଏତଲା ଦିଆଯାଇଛି ।

ଏହି ଘଟଣାକୁ ନେଇ ପୋଲିସ ସହ ଆଲୋଚନା କଲେ ଭିଏଚପି ଓ ବଜରଙ୍ଗ ଦଳ କର୍ମଚାରୀ । ଗାଈଙ୍କୁ ଉଦ୍ଧାର କରି ସେମାନଙ୍କ ଚିକିତ୍ସା ଚାଲିଛି । ହିନ୍ଦୁ ଧର୍ମ ଅନୁସାରେ ଗାଈକୁ ଈଶ୍ୱରଙ୍କ ସହ ସମାନ କରାଯାଉଥିବାବେଳେ ଗାଈ ବି ଆଜିକାଲି ସୁରକ୍ଷିତ ନାହାନ୍ତି ।  ଘଟଣାକୁ ସ୍ଥାନୀୟ ଅଞ୍ଚଳରେ ଘୋର ଚର୍ଚ୍ଚା ଆରମ୍ଭ ହୋଇଛି ।

 

ଆହୁରି ପଢ଼ନ୍ତୁ:  ସମୂଦ୍ର ବେଳାଭୂମିରେ ଗୋଧୋଇବା ବେଳେ ଅଘଟଣ , ଜଣେ ପର୍ଯ୍ଯଟକ ମୃତ

The post ହଜିଗଲା ମାନବିକତା, ୭ଟି ଗାଈ ଉପରେ ଏସିଡ ମାଡ଼ କଲେ ଦୁର୍ବୃତ୍ତ appeared first on KNews Odisha.