ହଠାତ୍‌ ଜଷ୍ଟିସ ଚନ୍ଦ୍ରଚୂଡଙ୍କ ଘରେ ପହଞ୍ଚିଲେ ମୋଦି, ପୂଜାଥାଳି ଧରି କଲେ ଏମିତି କାମ

ନୂଆଦିଲ୍ଲୀ,୧୨।୯: ହଠାତ୍‌ ପ୍ରଧାନମନ୍ତ୍ରୀ ମୋଦି ଦେଶର ମୁଖ୍ୟ ବିଚାରପତି ଡି ଓ୍ବାଇ ଚନ୍ଦ୍ରଚୂଡଙ୍କ ଘରେ ପହଞ୍ଚିଲେ। ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଦେଶବ୍ୟାପୀ ଗଣେଶତ୍ସୋବ ମହା ଆଡମ୍ବର ସହକାରେ ପାଳନ କରାଯାଉଛି। ସବୁ ସ୍ଥନାରେ ଗଣେଶ ପ୍ରତିମା ସ୍ଥାପନ କରାଯାଇଛି। ତେବେ ଏହି ଅବସରରେ ମୋଦି ଚନ୍ଦ୍ରଚୂଡଙ୍କ ଘରେ ପହଞ୍ଚିଥିଲେ। ତାଙ୍କ ଘରେ ପହଞ୍ଚି ପୂଜାଥାଳି ଧରି ଗଜାନନଙ୍କ ଆରତୀ କରିଥିଲେ। ଏହି ସମୟରେ ଚନ୍ଦ୍ରଚୂଡଙ୍କ ସ୍ତ୍ରୀ କଳ୍ପନା ଦାସ ମଧ୍ୟ […] The post ହଠାତ୍‌ ଜଷ୍ଟିସ ଚନ୍ଦ୍ରଚୂଡଙ୍କ ଘରେ ପହଞ୍ଚିଲେ ମୋଦି, ପୂଜାଥାଳି ଧରି କଲେ ଏମିତି କାମ appeared first on Dharitri Odia News.

ହଠାତ୍‌ ଜଷ୍ଟିସ ଚନ୍ଦ୍ରଚୂଡଙ୍କ ଘରେ ପହଞ୍ଚିଲେ ମୋଦି, ପୂଜାଥାଳି ଧରି କଲେ ଏମିତି କାମ

ନୂଆଦିଲ୍ଲୀ,୧୨।୯: ହଠାତ୍‌ ପ୍ରଧାନମନ୍ତ୍ରୀ ମୋଦି ଦେଶର ମୁଖ୍ୟ ବିଚାରପତି ଡି ଓ୍ବାଇ ଚନ୍ଦ୍ରଚୂଡଙ୍କ ଘରେ ପହଞ୍ଚିଲେ। ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଦେଶବ୍ୟାପୀ ଗଣେଶତ୍ସୋବ ମହା ଆଡମ୍ବର ସହକାରେ ପାଳନ କରାଯାଉଛି। ସବୁ ସ୍ଥନାରେ ଗଣେଶ ପ୍ରତିମା ସ୍ଥାପନ କରାଯାଇଛି। ତେବେ ଏହି ଅବସରରେ ମୋଦି ଚନ୍ଦ୍ରଚୂଡଙ୍କ ଘରେ ପହଞ୍ଚିଥିଲେ। ତାଙ୍କ ଘରେ ପହଞ୍ଚି ପୂଜାଥାଳି ଧରି ଗଜାନନଙ୍କ ଆରତୀ କରିଥିଲେ। ଏହି ସମୟରେ ଚନ୍ଦ୍ରଚୂଡଙ୍କ ସ୍ତ୍ରୀ କଳ୍ପନା ଦାସ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

The post ହଠାତ୍‌ ଜଷ୍ଟିସ ଚନ୍ଦ୍ରଚୂଡଙ୍କ ଘରେ ପହଞ୍ଚିଲେ ମୋଦି, ପୂଜାଥାଳି ଧରି କଲେ ଏମିତି କାମ appeared first on Dharitri Odia News.