ହତ୍ୟାକାରୀକୁ ଆଜୀବନ, କୁକୁଡ଼ା ଲଢେଇରୁ ହତ୍ୟା

ଜୟପୁର :  2017 ଜୟପୁର ସଦରଥାନା ଅନ୍ତର୍ଗତ ଧନପୁର ଗାଁ ର ଚି଼ଙ୍ଗଡୁ ହରିଜନ ହତ୍ୟା ଘଟଣାରେ ଦୋଷୀକୁ ଆଜୀବନ ସଶ୍ରମ କରାଦଣ୍ଡ ଶୁଣାଇଚନ୍ତି ଜୟପୁର ଜିଲ୍ଲା ଦୌରା ଜର୍ଜ l  ସାମାନ୍ୟ କୁକୁଡ଼ା ଲଢେଇକୁ କେନ୍ଦ୍ର କରି ଅଭିଯୁକ୍ତ ବୁଦୁ ହରିଜନ ଛୁରିରେ ଚିଙ୍ଗୁଡୁକୁ ହତ୍ୟା କରିଥିବା ବେଳେ ଘଟଣାରେ 14ଦସ୍ତାବିଜ ସହ 14ସାକ୍ଷୀ ଓ ତିନି ପ୍ରତଖ୍ୟ ଦର୍ଶୀଙ୍କ ସାକ୍ଷ୍ୟ ପ୍ରମାଣ କୁ ଭିତ୍ତି କରି ମାନ୍ୟବର ଜିଲ୍ଲା ଦୌରା ଜର୍ଜ ପ୍ରଦୀପ କୁମାର […] The post ହତ୍ୟାକାରୀକୁ ଆଜୀବନ, କୁକୁଡ଼ା ଲଢେଇରୁ ହତ୍ୟା appeared first on KNews Odisha.

ହତ୍ୟାକାରୀକୁ ଆଜୀବନ, କୁକୁଡ଼ା ଲଢେଇରୁ ହତ୍ୟା
court

ଜୟପୁର :  2017 ଜୟପୁର ସଦରଥାନା ଅନ୍ତର୍ଗତ ଧନପୁର ଗାଁ ର ଚି଼ଙ୍ଗଡୁ ହରିଜନ ହତ୍ୟା ଘଟଣାରେ ଦୋଷୀକୁ ଆଜୀବନ ସଶ୍ରମ କରାଦଣ୍ଡ ଶୁଣାଇଚନ୍ତି ଜୟପୁର ଜିଲ୍ଲା ଦୌରା ଜର୍ଜ l  ସାମାନ୍ୟ କୁକୁଡ଼ା ଲଢେଇକୁ କେନ୍ଦ୍ର କରି ଅଭିଯୁକ୍ତ ବୁଦୁ ହରିଜନ ଛୁରିରେ ଚିଙ୍ଗୁଡୁକୁ ହତ୍ୟା କରିଥିବା ବେଳେ ଘଟଣାରେ 14ଦସ୍ତାବିଜ ସହ 14ସାକ୍ଷୀ ଓ ତିନି ପ୍ରତଖ୍ୟ ଦର୍ଶୀଙ୍କ ସାକ୍ଷ୍ୟ ପ୍ରମାଣ କୁ ଭିତ୍ତି କରି ମାନ୍ୟବର ଜିଲ୍ଲା ଦୌରା ଜର୍ଜ ପ୍ରଦୀପ କୁମାର ମହଂତ ରାୟ ଶୁଣାଇଛନ୍ତି  l ଘଟଣାରେ ଅଭିଯୁକ୍ତ ଜୋରିମାନା  ବାବଦ 10 ହଜାର ଟଙ୍କା ଆଦାୟ ନହେଲେ ଏକବର୍ଷ ସଶ୍ରମ କାରାଦଣ୍ଡ ରାୟ ମାନ୍ୟବର ଆଦାଲତ ଶୁଣାଇଥିବା କହିଛନ୍ତି ସରକାରୀ ପିପି ଶୈଳଜା ପଟନାୟକ l

 

 

 

The post ହତ୍ୟାକାରୀକୁ ଆଜୀବନ, କୁକୁଡ଼ା ଲଢେଇରୁ ହତ୍ୟା appeared first on KNews Odisha.