ହନୁମାନ ଜୟନ୍ତୀ ସମନ୍ୱୟ ସମିତି ପକ୍ଷରୁ ବିଶାଳ ହିନ୍ଦୁ ଆକ୍ରୋଶ ରେଲି
ସମ୍ବଲପୁର:ଲକ୍ଷ୍ମୀ ଟକିଜ ଛକ ରୁ ଜିଲ୍ଲାପାଳ କାର୍ଯ୍ୟାଳୟ ଯାଏ ହନୁମାନ ଜୟନ୍ତୀ ସମନ୍ୱୟ ସମିତି ପକ୍ଷରୁ ଏକ ବିଶାଳ ହିନ୍ଦୁ ଆକ୍ରୋଶ ରେଲି ବାହାରି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ହନୁମାନ ଜୟନ୍ତୀ ସମନ୍ୱୟ ସମିତି ର ସଭାପତି ତଥା ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର, ପୂର୍ବତନ ବିଧାୟକ ନାଉରୀ ନାଏକ, ସମିତି ର ସଂଯୋଜକ ଜୟଵ୍ରତ ଦେ, ଉପସଭାପତି ଡ଼. ପ୍ରମୋଦ ରଥ, ସମ୍ପାଦକ ରାଜୀବ ଶତପଥୀ, ପ୍ରଚାର ପ୍ରମୁଖ […] The post ହନୁମାନ ଜୟନ୍ତୀ ସମନ୍ୱୟ ସମିତି ପକ୍ଷରୁ ବିଶାଳ ହିନ୍ଦୁ ଆକ୍ରୋଶ ରେଲି appeared first on Odisha.News.

ସମ୍ବଲପୁର:ଲକ୍ଷ୍ମୀ ଟକିଜ ଛକ ରୁ ଜିଲ୍ଲାପାଳ କାର୍ଯ୍ୟାଳୟ ଯାଏ ହନୁମାନ ଜୟନ୍ତୀ ସମନ୍ୱୟ ସମିତି ପକ୍ଷରୁ ଏକ ବିଶାଳ ହିନ୍ଦୁ ଆକ୍ରୋଶ ରେଲି
ବାହାରି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା।
ହନୁମାନ ଜୟନ୍ତୀ ସମନ୍ୱୟ ସମିତି ର ସଭାପତି ତଥା ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର, ପୂର୍ବତନ ବିଧାୟକ ନାଉରୀ ନାଏକ, ସମିତି ର ସଂଯୋଜକ ଜୟଵ୍ରତ ଦେ, ଉପସଭାପତି ଡ଼. ପ୍ରମୋଦ ରଥ, ସମ୍ପାଦକ ରାଜୀବ ଶତପଥୀ, ପ୍ରଚାର ପ୍ରମୁଖ ସୁଶାନ୍ତ କୁମାର ପୁରୋହିତ, ବଜରଙ୍ଗ ଦଳ ର ପଶ୍ଚିମ ପ୍ରାନ୍ତ ପ୍ରମୁଖ ରାମ ଚନ୍ଦ୍ର ନାଏକ, ବିଶ୍ୱ ହିନ୍ଦୁ ପରିଷଦ ର ପଶ୍ଚିମ ପ୍ରାନ୍ତ ସଂଗଠନ ମହାମନ୍ତ୍ରୀ ସତ୍ୟ ନାରାୟଣ ଥାନାପତି ପ୍ରମୁଖ ଉଦବୋଧନ ଦେଇଥିଲେ।ପରେ ୯ ଦଫା ଦାବି ସମ୍ବିଳିତ ଏକ ଦାବି ପତ୍ର ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ସିଦ୍ଧେଶ୍ବର ବଳିରାମ ବୋନ୍ଦର ଙ୍କୁ ପ୍ରଦାନ କରାଯାଇଥିଲା।
ସଭାରେ ସମୀର ରଞ୍ଜନ ବାବୁ ମଞ୍ଚ ପରିଚାଳନା କରିଥିବା ବେଳେ ଅନିଲ ବେହେରା, ଦାମୋଦର କର, ଗୋବିନ୍ଦ ଅଗ୍ରୱାଲ, ବିପିନ ଭାଟିଆ, ଦୁବରାଜ ପାଣିଗ୍ରାହୀ, ମାନସ ରଞ୍ଜନ ବକ୍ସି, ରାମ ଚନ୍ଦ୍ର ମେହେର, ସୁଧୀର ରଞ୍ଜନ ବହିଦାର, ଅବିନାଶ ନନ୍ଦ, ଆଶିଷ ବାବୁ, ମୋହନ ପଣ୍ଡା, ରାମଦାସ ପଣ୍ଡା, ନରେନ୍ଦ୍ର ମିଶ୍ର, ସଞ୍ଜୀବ ବର୍ମା, କାହ୍ନୁରାମ ଶର୍ମା, ଶିବ ଦିୱାନ, କ୍ରିଷ୍ଣା ମହାକୁଡ଼, ସୌମିତ୍ର ଜତି, ଅଜିତ ବେହେରା, ରଞ୍ଜିତ ରଥ, ସୌମିକ ବାବୁ, ପରାଗ ଅଗ୍ରୱାଲ, କଳ୍ପନା କିଷାନ, କଞ୍ଚାନ ଲୁହା, ସରୋଜିନୀ ବଂଛୋର, ସୁଜାତା ଗୁରୁ, ପ୍ରଭାସିନୀ ଦାଶ, କାନ୍ତି ମେହେର, ଭବାନୀ ଦୁଷର, ମୁନମୁନ ସୌଦାଗର, ସୁବର୍ଣ୍ଣ କହଁର, ସୂର୍ଯ୍ୟ ପାଣିଗ୍ରାହୀ, ସୂର୍ଯ୍ୟ ପାଢ଼ୀ, ବିଶ୍ୱ ରଞ୍ଜନ ଜେନା, ପ୍ରଦୀପ ସୁପକାର ପ୍ରମୁଖ ଏଥିରେ ସାମିଲ ଥିଲେ।ଏହି ଶୋଭାଯାତ୍ରାରେ ପୁର ପଲ୍ଲୀରୁ ମଧ୍ୟ୍ୟ ଅଂଶ ଗ୍ରହଣ କରିଥିଲେ।
The post ହନୁମାନ ଜୟନ୍ତୀ ସମନ୍ୱୟ ସମିତି ପକ୍ଷରୁ ବିଶାଳ ହିନ୍ଦୁ ଆକ୍ରୋଶ ରେଲି appeared first on Odisha.News.