ହନୁମାନ ଜୟନ୍ତୀରେ ଗଦା ବୁଲାଇଲେ ସ୍ବାସ୍ଥ୍ୟମନ୍ତ୍ରୀ, ଏମପି : ନାଚିଲେ ଭକ୍ତଙ୍କ ସହ
ପଦ୍ମପୁର,୧୫।.୪ (ପ୍ରଦୀପ୍ତ ଦାଶ) ଚଳିତ ବର୍ଷ ମହାବିଷୁବ ସଂକ୍ରାନ୍ତି ଉପଲକ୍ଷେ ଓଡ଼ିଆ ନବ ବର୍ଷ ତଥା ମହାବୀର ହନୁମାନଙ୍କ ଜନ୍ମତ୍ସବ ଅବସରରେ ବରଗଡ଼ ଜିଲା ପଦ୍ମପୁର ଠାରେ ବଜରଙ୍ଗ ଦଳ ତଥା ବିଶ୍ୱ ହିନ୍ଦୁ ପରିଷଦ ତରଫରୁ ଏକ ବିରାଟ ବଡ଼ ଶୋଭାଯାତ୍ରାର ଆୟୋଜନ ହୋଇଥିଲା ତେବେ ଏହି ଶୋଭାଯାତ୍ରାରେ ହନୁମାନ ଭକ୍ତଙ୍କ ସହ ଯୋଗ ଦେଇ ଗଦା ଧରି ଆଖଡ଼ା ପ୍ରଦର୍ଶନ କରିଥିଲେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଓ ଏମପି ପ୍ରଦୀପ ପୁରୋହିତ। ତେବେ ଆଖଡ଼ା […] The post ହନୁମାନ ଜୟନ୍ତୀରେ ଗଦା ବୁଲାଇଲେ ସ୍ବାସ୍ଥ୍ୟମନ୍ତ୍ରୀ, ଏମପି : ନାଚିଲେ ଭକ୍ତଙ୍କ ସହ appeared first on Dharitri Odia News.
ପଦ୍ମପୁର,୧୫।.୪ (ପ୍ରଦୀପ୍ତ ଦାଶ) ଚଳିତ ବର୍ଷ ମହାବିଷୁବ ସଂକ୍ରାନ୍ତି ଉପଲକ୍ଷେ ଓଡ଼ିଆ ନବ ବର୍ଷ ତଥା ମହାବୀର ହନୁମାନଙ୍କ ଜନ୍ମତ୍ସବ ଅବସରରେ ବରଗଡ଼ ଜିଲା ପଦ୍ମପୁର ଠାରେ ବଜରଙ୍ଗ ଦଳ ତଥା ବିଶ୍ୱ ହିନ୍ଦୁ ପରିଷଦ ତରଫରୁ ଏକ ବିରାଟ ବଡ଼ ଶୋଭାଯାତ୍ରାର ଆୟୋଜନ ହୋଇଥିଲା ତେବେ ଏହି ଶୋଭାଯାତ୍ରାରେ ହନୁମାନ ଭକ୍ତଙ୍କ ସହ ଯୋଗ ଦେଇ ଗଦା ଧରି ଆଖଡ଼ା ପ୍ରଦର୍ଶନ କରିଥିଲେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଓ ଏମପି ପ୍ରଦୀପ ପୁରୋହିତ। ତେବେ ଆଖଡ଼ା ଖେଳ ସହ ମୃଦଙ୍ଗ ଧରି ଭଜନ ତାଳ ଦେଇ ଭକ୍ତଙ୍କ ସହ ନାଚି ମଧ୍ୟ ଥିଲେ ଏମପି ପ୍ରଦୀପ ପୁରୋହିତ।
The post ହନୁମାନ ଜୟନ୍ତୀରେ ଗଦା ବୁଲାଇଲେ ସ୍ବାସ୍ଥ୍ୟମନ୍ତ୍ରୀ, ଏମପି : ନାଚିଲେ ଭକ୍ତଙ୍କ ସହ appeared first on Dharitri Odia News.