ହରିଆଣାରେ ପୁଣି ଫୁଟିଲା ପଦ୍ମ, ଫେଲ ମାରିଲା ସବୁ ଏକଜିଟ୍ ପୋଲ୍ ଆକଳନ

ହରିଆଣାରେ ପୁଣି ଫୁଟିଲା ପଦ୍ମ । ଫେଲ ମାରିଲା ସବୁ ଏକଜିଟ୍ ପୋଲ୍ ଆକଳନ । ବିଜେପିର ହ୍ୟାଟ୍ରିକ ସୋ । ୯୦ ଆସନ ବିଶିଷ୍ଟ ହରିଆଣା ବିଧାନସଭାରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ୪୬ । ଏହା ଠାରୁ ଆଗରେ ରହିଛି ବିଜେପି । ବିଜେପି ୪୯ ସିଟରେ ଆଗୁଆ ଥିବା ବେଳେ କଂଗ୍ରେସ ୩୬ ସିଟରେ ଆଗୁଆ ରହିଛି । ତିନି ଜଣ ସ୍ବାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ମାତ୍ରାଧିକ ଆତ୍ମବିଶ୍ବାସ […] The post ହରିଆଣାରେ ପୁଣି ଫୁଟିଲା ପଦ୍ମ, ଫେଲ ମାରିଲା ସବୁ ଏକଜିଟ୍ ପୋଲ୍ ଆକଳନ appeared first on KNews Odisha.

ହରିଆଣାରେ ପୁଣି ଫୁଟିଲା ପଦ୍ମ, ଫେଲ ମାରିଲା ସବୁ ଏକଜିଟ୍ ପୋଲ୍ ଆକଳନ
bjp

ହରିଆଣାରେ ପୁଣି ଫୁଟିଲା ପଦ୍ମ । ଫେଲ ମାରିଲା ସବୁ ଏକଜିଟ୍ ପୋଲ୍ ଆକଳନ । ବିଜେପିର ହ୍ୟାଟ୍ରିକ ସୋ । ୯୦ ଆସନ ବିଶିଷ୍ଟ ହରିଆଣା ବିଧାନସଭାରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ୪୬ । ଏହା ଠାରୁ ଆଗରେ ରହିଛି ବିଜେପି । ବିଜେପି ୪୯ ସିଟରେ ଆଗୁଆ ଥିବା ବେଳେ କଂଗ୍ରେସ ୩୬ ସିଟରେ ଆଗୁଆ ରହିଛି । ତିନି ଜଣ ସ୍ବାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ମାତ୍ରାଧିକ ଆତ୍ମବିଶ୍ବାସ ଏବଂ ନେତାଙ୍କ ମଧ୍ୟରେ ସମନ୍ବୟର ଅଭାବ କଂଗ୍ରେସର ପରାଜୟର ମୁଖ୍ୟ କାରଣ ବୋଲି କୁହାଯାଉଛି । ତେବେ ପରାଜୟକୁ ମାନିବାକୁ ପ୍ରସ୍ତୁତ ନୁହେଁ କଂଗ୍ରେସ ।

The post ହରିଆଣାରେ ପୁଣି ଫୁଟିଲା ପଦ୍ମ, ଫେଲ ମାରିଲା ସବୁ ଏକଜିଟ୍ ପୋଲ୍ ଆକଳନ appeared first on KNews Odisha.