ହସ୍ପିଟାଲ୍ରେ ଭର୍ତ୍ତି ହେଲେ କରଣଙ୍କ ମାଆ ହିରୁ ଜୋହର, ସାମ୍ନାକୁ ଆସିଲା ଫଟୋ
ମୁମ୍ଵାଇ ୦୮।୧୨; ବଲିଉଡ୍ର ଜଣାଶୁଣା ନିର୍ମାତା କରଣ ଜୋହର। ବର୍ତ୍ତମାନ ତାଙ୍କର ମାଆ , ହିରୁ ୟଶ ଜୋହର ମୁମ୍ୱାଇର ଅମ୍ୱାନୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ପାପରାଜି ଶନିବାର କରଣ ଓ ଡିଜାଇନର ମନୀଷ ମଲହୋତ୍ରାଙ୍କର ଏକ ଭିଡ଼ିଓ ସେୟାର କରିଛନ୍ତି। ଯେଉଁଥିରେ ଉଭୟ ହିରୁଙ୍କୁ ଦେଖିବା ପାଇଁ ହସ୍ପିଟାଲ ଯାଉଥିବାର ନଜର ଆସିଛି। ଶନିବାର ସନ୍ଧ୍ୟାରେ ହସ୍ପିଟାଲର ଭିତରେ କରଣ ଓ ମନୀଷଙ୍କ ଏକ ଭିଡ଼ିଓ ପୋଷ୍ଟ କରି ଲେଖା ହୋଇଛି , କରଣ ଜୋହର ଓ ତାଙ୍କର ସବୁଠୁ ଭଲ ବନ୍ଧୁ ମନୀଷ ମଲହୋତ୍ରାଙ୍କୁ ଅମ୍ୱାନୀ ହସ୍ପିଟାଲରେ ହିରୁ ଜୋହରଙ୍କୁ ଭେଟିବାର ଦେଖିବାକୁ ମିଳିଛି। ଯାହାଙ୍କୁ ଗତ ଦିନରେ ଭର୍ତ୍ତି କରାଯାଇ ଥିଲା। ତାଙ୍କର ଜଲଦି ସୁସ୍ଥ ହେବାର କାମନା କରୁଛୁ। ଭିଡ଼ିଓର ତଳେ ଜଣେ ପ୍ରଶଂସକ କମେଣ୍ଟ କରିଛନ୍ତି-ଜଲଦ ସୁସ୍ଥ ହୋଇ ଯାଆନ୍ତୁ। ଆଉ ଜଣେ ଲେଖିଛନ୍ତି -ଦୃଢ ରୁହ କରଣ । କରଣ ନିକଟରେ ଦୀପାବଳିରେ ମାଆ ହିରୁ ଓ ଦୁଇ ପିଲା ୟଶ ଓ ରୁହୀଙ୍କ ସହ ଫଟୋ ପୋଷ୍ଟ କରିଥିଲେ ।
ମୁମ୍ଵାଇ ୦୮।୧୨; ବଲିଉଡ୍ର ଜଣାଶୁଣା ନିର୍ମାତା କରଣ ଜୋହର। ବର୍ତ୍ତମାନ ତାଙ୍କର ମାଆ , ହିରୁ ୟଶ ଜୋହର ମୁମ୍ୱାଇର ଅମ୍ୱାନୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ପାପରାଜି ଶନିବାର କରଣ ଓ ଡିଜାଇନର ମନୀଷ ମଲହୋତ୍ରାଙ୍କର ଏକ ଭିଡ଼ିଓ ସେୟାର କରିଛନ୍ତି। ଯେଉଁଥିରେ ଉଭୟ ହିରୁଙ୍କୁ ଦେଖିବା ପାଇଁ ହସ୍ପିଟାଲ ଯାଉଥିବାର ନଜର ଆସିଛି।

ଶନିବାର ସନ୍ଧ୍ୟାରେ ହସ୍ପିଟାଲର ଭିତରେ କରଣ ଓ ମନୀଷଙ୍କ ଏକ ଭିଡ଼ିଓ ପୋଷ୍ଟ କରି ଲେଖା ହୋଇଛି , କରଣ ଜୋହର ଓ ତାଙ୍କର ସବୁଠୁ ଭଲ ବନ୍ଧୁ ମନୀଷ ମଲହୋତ୍ରାଙ୍କୁ ଅମ୍ୱାନୀ ହସ୍ପିଟାଲରେ ହିରୁ ଜୋହରଙ୍କୁ ଭେଟିବାର ଦେଖିବାକୁ ମିଳିଛି। ଯାହାଙ୍କୁ ଗତ ଦିନରେ ଭର୍ତ୍ତି କରାଯାଇ ଥିଲା। ତାଙ୍କର ଜଲଦି ସୁସ୍ଥ ହେବାର କାମନା କରୁଛୁ।
ଭିଡ଼ିଓର ତଳେ ଜଣେ ପ୍ରଶଂସକ କମେଣ୍ଟ କରିଛନ୍ତି-ଜଲଦ ସୁସ୍ଥ ହୋଇ ଯାଆନ୍ତୁ। ଆଉ ଜଣେ ଲେଖିଛନ୍ତି -ଦୃଢ ରୁହ କରଣ । କରଣ ନିକଟରେ ଦୀପାବଳିରେ ମାଆ ହିରୁ ଓ ଦୁଇ ପିଲା ୟଶ ଓ ରୁହୀଙ୍କ ସହ ଫଟୋ ପୋଷ୍ଟ କରିଥିଲେ ।