ହାଇକୋର୍ଟରେ ଏଡିଜି ଦୟାଲ ଗଙ୍ଗ୍‌ଓ୍ବାର ହାଜର, ଥାନାରେ ପୋଲିସ ବ୍ୟବହାର ସମ୍ପର୍କରେ ଜାରି ହେବ ଏସ୍‌ଓପି

କଟକ ୮।୧୦: ଭୁବନେଶ୍ବର ଭରତପୁର ଥାନା ବିବାଦ ମାମଲାରେ ହାଇକୋର୍ଟରେ ହାଜର ହୋଇଛନ୍ତି ଏଡିଜି ଦୟାଲ ଗଙ୍ଗ୍‌ଓ୍ବାର । ଥାନା ଗୁଡିକରେ ସିସିଟିଭି ଲଗାଯିବ ନେଇ ଦାଖଲ ରିପୋର୍ଟ ଦାଖଲ କରିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ସତ୍ୟପାଠ ଦାଖଲ ହୋଇଛି । ଥାନାରେ ପୋଲିସ ବ୍ୟବହାର ସମ୍ପର୍କରେ ଏସ୍‌ଓପି ଜାରି ହେବ । ସେନା ଅଧିକାରୀ ମାନଙ୍କୁ କିପରି ବ୍ୟବହାର କରାଯିବ । ସେ ନେଇ ଏସ୍‌ଓପି ଜାରି ହେବ । ଏଡିଜି ଦାଖଲ କରିଥିବା ରିପୋର୍ଟରେ ଉଲ୍ଲେଖ ରହିଛି, ସମସ୍ତ ଥାନାରେ ସିସିଟିଭି କାମ କରିନାହିଁ ୧୫ ଦିନ ଭିତରେ ଭିଏମ୍‌ଏସ୍‌ (ଭିଡିଓ ମ୍ୟାନେଜମେଣ୍ଟ ସିଷ୍ଟମ) ବ୍ୟବସ୍ଥା ଲାଗୁ ହେବ । ଭିଏମ୍‌ଏସ୍କୁ ଏସ୍‌ପି ତଦାରଖ କରିବେ । ୧୩ଟି ଥାନାରେ ସିସିଟିଭି କାର୍ଯ୍ୟକ୍ଷମ ହୋଇନାହିଁ । ୧୫ ଦିନ ଭିତରେ ସେସବୁ କାର୍ଯ୍ୟକ୍ଷମ ହେବ । ୪ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ ।You Can Read:ଜଙ୍ଗଲରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ 

ହାଇକୋର୍ଟରେ ଏଡିଜି ଦୟାଲ ଗଙ୍ଗ୍‌ଓ୍ବାର ହାଜର, ଥାନାରେ ପୋଲିସ ବ୍ୟବହାର ସମ୍ପର୍କରେ ଜାରି ହେବ ଏସ୍‌ଓପି

କଟକ ୮।୧୦: ଭୁବନେଶ୍ବର ଭରତପୁର ଥାନା ବିବାଦ ମାମଲାରେ ହାଇକୋର୍ଟରେ ହାଜର ହୋଇଛନ୍ତି ଏଡିଜି ଦୟାଲ ଗଙ୍ଗ୍‌ଓ୍ବାର । ଥାନା ଗୁଡିକରେ ସିସିଟିଭି ଲଗାଯିବ ନେଇ ଦାଖଲ ରିପୋର୍ଟ ଦାଖଲ କରିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ସତ୍ୟପାଠ ଦାଖଲ ହୋଇଛି । ଥାନାରେ ପୋଲିସ ବ୍ୟବହାର ସମ୍ପର୍କରେ ଏସ୍‌ଓପି ଜାରି ହେବ । ସେନା ଅଧିକାରୀ ମାନଙ୍କୁ କିପରି ବ୍ୟବହାର କରାଯିବ । ସେ ନେଇ ଏସ୍‌ଓପି ଜାରି ହେବ । 

ଏଡିଜି ଦାଖଲ କରିଥିବା ରିପୋର୍ଟରେ ଉଲ୍ଲେଖ ରହିଛି, ସମସ୍ତ ଥାନାରେ ସିସିଟିଭି କାମ କରିନାହିଁ 

୧୫ ଦିନ ଭିତରେ ଭିଏମ୍‌ଏସ୍‌ (ଭିଡିଓ ମ୍ୟାନେଜମେଣ୍ଟ ସିଷ୍ଟମ) ବ୍ୟବସ୍ଥା ଲାଗୁ ହେବ । ଭିଏମ୍‌ଏସ୍କୁ ଏସ୍‌ପି ତଦାରଖ କରିବେ । ୧୩ଟି ଥାନାରେ ସିସିଟିଭି କାର୍ଯ୍ୟକ୍ଷମ ହୋଇନାହିଁ । ୧୫ ଦିନ ଭିତରେ ସେସବୁ କାର୍ଯ୍ୟକ୍ଷମ ହେବ । ୪ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ ।

You Can Read:

ଜଙ୍ଗଲରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ