ହାଇକୋର୍ଟରେ ଭୁବନେଶ୍ୱର ମଧ୍ୟ ଓ ସୋର ବିଧାୟକଙ୍କ ଆବେଦନ ଖାରଜ, ଉଭୟଙ୍କ ବିରୋଧରେ ଚାଲିବ ନିର୍ବାଚନୀ ମାମଲା

କଟକ ୧୬।୫: ଦୁଇ ବିଜେଡି ବିଧାୟକଙ୍କ ବିରୋଧରେ ଚାଲିବ ନିର୍ବାଚନୀ ମାମଲା । ବିଧାୟକ ଅନନ୍ତ ନାରାୟଣ ଜେନା ଓ ମାଧବ ଧଡ଼ାଙ୍କ ଆବେଦନ ହାଇକୋର୍ଟରେ ଖାରଜ ହୋଇଛି । ନିର୍ବାଚନୀ ମାମଲା ଖାରଜ ପାଇଁ ଉଭୟେ ଆବେଦନ କରିଥିଲେ । ଭୁବନେଶ୍ୱର ମଧ୍ୟ ବିଧାୟକ ଅଛନ୍ତି ଅନନ୍ତ ନାରାୟଣ ଜେନା । ସେପଟେ ସୋର ବିଧାୟକ ମାଧବ ଧଡ଼ାଙ୍କ ଆବେଦନ ହାଇକୋର୍ଟରେ ଖାରଜ ହୋଇଛି । ନିର୍ବାଚନୀ ମାମଲା ରଦ୍ଦ ପାଇଁ ମାଧବ ଆବେଦନ କରିଥିଲେ ।You Can Read:ବହୁ ଚର୍ଚ୍ଚିତ ଗନ୍ଧମାର୍ଦ୍ଦନ ଲୋଡିଂ ଦୁର୍ନୀତି ମାମଲା, ରାଜା ଚକ୍ର ସହ ଅନ୍ୟ ୩ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ

ହାଇକୋର୍ଟରେ ଭୁବନେଶ୍ୱର ମଧ୍ୟ ଓ ସୋର ବିଧାୟକଙ୍କ ଆବେଦନ ଖାରଜ, ଉଭୟଙ୍କ ବିରୋଧରେ ଚାଲିବ ନିର୍ବାଚନୀ ମାମଲା

କଟକ : ଦୁଇ ବିଜେଡି ବିଧାୟକଙ୍କ ବିରୋଧରେ ଚାଲିବ ନିର୍ବାଚନୀ ମାମଲା । ବିଧାୟକ ଅନନ୍ତ ନାରାୟଣ ଜେନା ଓ ମାଧବ ଧଡ଼ାଙ୍କ ଆବେଦନ ହାଇକୋର୍ଟରେ ଖାରଜ ହୋଇଛି । ନିର୍ବାଚନୀ ମାମଲା ଖାରଜ ପାଇଁ ଉଭୟେ ଆବେଦନ କରିଥିଲେ । ଭୁବନେଶ୍ୱର ମଧ୍ୟ ବିଧାୟକ ଅଛନ୍ତି ଅନନ୍ତ ନାରାୟଣ ଜେନା । 

ସେପଟେ ସୋର ବିଧାୟକ ମାଧବ ଧଡ଼ାଙ୍କ ଆବେଦନ ହାଇକୋର୍ଟରେ ଖାରଜ ହୋଇଛି । ନିର୍ବାଚନୀ ମାମଲା ରଦ୍ଦ ପାଇଁ ମାଧବ ଆବେଦନ କରିଥିଲେ ।

You Can Read:

ବହୁ ଚର୍ଚ୍ଚିତ ଗନ୍ଧମାର୍ଦ୍ଦନ ଲୋଡିଂ ଦୁର୍ନୀତି ମାମଲା, ରାଜା ଚକ୍ର ସହ ଅନ୍ୟ ୩ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ