ହାଇଟେକ୍‌ ଟ୍ରାଜେଡି: ଆସିଲା ଡିଏନ୍‌ଏ ରିପୋର୍ଟ, ମୃତ ତୃତୀୟ ବ୍ୟକ୍ତି ଦିଲ୍ଲୀପ

ଭୁବନେଶ୍ୱର,୯।୧: ହାଇଟେକ୍‌ ଟ୍ରାଜେଡିରେ ନୂଆ ତଥ୍ୟର ଖୁଲାସା ହୋଇଛି। ଡିସେମ୍ବର ୩୦ରେ ଘଟିଥିବା ବିସ୍ଫୋରଣରେ ମୃତ ତୃତୀୟ ବ୍ୟକ୍ତିଙ୍କର ଡିଏନଏ ରିପୋର୍ଟ ମଙ୍ଗଳବାର ଆସିଛି। ରିପୋର୍ଟ ଆସିଲା ପରେ ମୃତଦେହ ଦିଲ୍ଲୀପ ନା ଜ୍ୟୋତିଙ୍କର ତାହା ସ୍ପଷ୍ଟ ହୋଇଛି। ଡିଏନଏ ରିପୋର୍ଟ ଅନୁଯାୟୀ, ତୃତୀୟ ବ୍ୟକ୍ତି ହେଉଛନ୍ତି ଦିଲ୍ଲୀପ ସାମନ୍ତରାୟ। ସୂଚନାଥାଉ କି, ତୃତୀୟ ବ୍ୟକ୍ତିଙ୍କର ମୃତଦେହ ଚିହ୍ନଟ କରାଯିବାରେ ଅସୁବିଧା ଦେଖାଯାଉଥିବାରୁ ମେଡିକାଲ କତ୍ତୃ ପର୍କ୍ଷ ଓ ପୋଲିସ ଡିଏନଏ ପରୀକ୍ଷା ପାଇଁ ରାଜ୍ୟ ଅପରାଧି […] The post ହାଇଟେକ୍‌ ଟ୍ରାଜେଡି: ଆସିଲା ଡିଏନ୍‌ଏ ରିପୋର୍ଟ, ମୃତ ତୃତୀୟ ବ୍ୟକ୍ତି ଦିଲ୍ଲୀପ appeared first on Dharitri Odia News.

ହାଇଟେକ୍‌ ଟ୍ରାଜେଡି: ଆସିଲା ଡିଏନ୍‌ଏ ରିପୋର୍ଟ, ମୃତ ତୃତୀୟ ବ୍ୟକ୍ତି ଦିଲ୍ଲୀପ

ଭୁବନେଶ୍ୱର,୯।୧: ହାଇଟେକ୍‌ ଟ୍ରାଜେଡିରେ ନୂଆ ତଥ୍ୟର ଖୁଲାସା ହୋଇଛି। ଡିସେମ୍ବର ୩୦ରେ ଘଟିଥିବା ବିସ୍ଫୋରଣରେ ମୃତ ତୃତୀୟ ବ୍ୟକ୍ତିଙ୍କର ଡିଏନଏ ରିପୋର୍ଟ ମଙ୍ଗଳବାର ଆସିଛି। ରିପୋର୍ଟ ଆସିଲା ପରେ ମୃତଦେହ ଦିଲ୍ଲୀପ ନା ଜ୍ୟୋତିଙ୍କର ତାହା ସ୍ପଷ୍ଟ ହୋଇଛି। ଡିଏନଏ ରିପୋର୍ଟ ଅନୁଯାୟୀ, ତୃତୀୟ ବ୍ୟକ୍ତି ହେଉଛନ୍ତି ଦିଲ୍ଲୀପ ସାମନ୍ତରାୟ।

ସୂଚନାଥାଉ କି, ତୃତୀୟ ବ୍ୟକ୍ତିଙ୍କର ମୃତଦେହ ଚିହ୍ନଟ କରାଯିବାରେ ଅସୁବିଧା ଦେଖାଯାଉଥିବାରୁ ମେଡିକାଲ କତ୍ତୃ ପର୍କ୍ଷ ଓ ପୋଲିସ ଡିଏନଏ ପରୀକ୍ଷା ପାଇଁ ରାଜ୍ୟ ଅପରାଧି ବିଧି ବିଜ୍ଞାନଗାରକୁ ପଠାଇଥିଲା। ରିପୋର୍ଟ ଆସିବା ପରେ ଦିଲ୍ଲୀପଙ୍କ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ପାଇଁ କମିଶନରେଟ ପୋଲିସ ପ୍ରକ୍ରିୟା ଆରମ୍ଭ କରିଛି।

The post ହାଇଟେକ୍‌ ଟ୍ରାଜେଡି: ଆସିଲା ଡିଏନ୍‌ଏ ରିପୋର୍ଟ, ମୃତ ତୃତୀୟ ବ୍ୟକ୍ତି ଦିଲ୍ଲୀପ appeared first on Dharitri Odia News.