ହାଇଟେକ୍ ମେଡିକାଲ ବିସ୍ଫୋରଣ ଘଟଣା: ଧାରଣାରେ ବସିଲେ ମୃତ ଜ୍ୟୋତିରଞ୍ଜନଙ୍କ ପରିବାର ଲୋକେ
ଭୁବନେଶ୍ୱର,୫ା୧(ସତ୍ୟଜିତ୍ ରାଉତ): ମୃତ ଜ୍ୟୋତିରଞ୍ଜନ ମଲ୍ଲିକଙ୍କ ପରିବାର ଲୋକେ ଏବଂ ସମ୍ପର୍କୀୟମାନେ ଗୁରୁବାର ହାଇଟେକ୍ ହସ୍ପିଟାଲ ପରିସରରେ ଧାରଣା ଦେଇଛନ୍ତି। ଜ୍ୟୋତିଙ୍କ ମୃତଦେହ ନେବାକୁ ସେମାନେ ଅଡ଼ି ବସିଛନ୍ତି। ଏଥସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ କ୍ଷତିପୂରଣ ଦାବି ରଖିଛନ୍ତି। ସୂଚନାଯୋଗ୍ୟ, ଭୁବନେଶ୍ୱର ମଞ୍ଚେଶ୍ବର ଥାନା ଅନ୍ତର୍ଗତ ହାଇଟେକ୍ ହସ୍ପିଟାଲରେ ଗତ ୨୯ ତାରିଖରେ ଘଟିଥିବା ବିସ୍ଫୋରଣରେ ଜ୍ୟୋତିରଞ୍ଜନ ମଲ୍ଲିକଙ୍କ ମୃତ୍ୟୁ ହୋଇଥିଲା। The post ହାଇଟେକ୍ ମେଡିକାଲ ବିସ୍ଫୋରଣ ଘଟଣା: ଧାରଣାରେ ବସିଲେ ମୃତ ଜ୍ୟୋତିରଞ୍ଜନଙ୍କ ପରିବାର ଲୋକେ appeared first on Dharitri Odia News.
ଭୁବନେଶ୍ୱର,୫ା୧(ସତ୍ୟଜିତ୍ ରାଉତ): ମୃତ ଜ୍ୟୋତିରଞ୍ଜନ ମଲ୍ଲିକଙ୍କ ପରିବାର ଲୋକେ ଏବଂ ସମ୍ପର୍କୀୟମାନେ ଗୁରୁବାର ହାଇଟେକ୍ ହସ୍ପିଟାଲ ପରିସରରେ ଧାରଣା ଦେଇଛନ୍ତି। ଜ୍ୟୋତିଙ୍କ ମୃତଦେହ ନେବାକୁ ସେମାନେ ଅଡ଼ି ବସିଛନ୍ତି। ଏଥସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ କ୍ଷତିପୂରଣ ଦାବି ରଖିଛନ୍ତି।
ସୂଚନାଯୋଗ୍ୟ, ଭୁବନେଶ୍ୱର ମଞ୍ଚେଶ୍ବର ଥାନା ଅନ୍ତର୍ଗତ ହାଇଟେକ୍ ହସ୍ପିଟାଲରେ ଗତ ୨୯ ତାରିଖରେ ଘଟିଥିବା ବିସ୍ଫୋରଣରେ ଜ୍ୟୋତିରଞ୍ଜନ ମଲ୍ଲିକଙ୍କ ମୃତ୍ୟୁ ହୋଇଥିଲା।
The post ହାଇଟେକ୍ ମେଡିକାଲ ବିସ୍ଫୋରଣ ଘଟଣା: ଧାରଣାରେ ବସିଲେ ମୃତ ଜ୍ୟୋତିରଞ୍ଜନଙ୍କ ପରିବାର ଲୋକେ appeared first on Dharitri Odia News.