ହାଇସ୍କୁଲ ପରିସରରେ ଦନ୍ତା ଉତ୍ପାତ, ହଷ୍ଟେଲ ଛାତ୍ର ଭୟଭୀତ

ମୟୂରଭଞ୍ଜ (କେନ୍ୟୁଜ): ବାରିପଦା ସହରରେ ହାତୀ । ଏମକେସି ହାଇସ୍କୁଲ ପରିସରରେ ବୁଲୁଛି ଦନ୍ତା ହାତୀ । ବନ ବିଭାଗ ଓ ପୋଲିସ ପକ୍ଷରୁ ହାତୀଟିକୁ ବାହାରକୁ ଆଣିବା ପାଇଁ ଉଦ୍ୟମ କରାଯାଇଛି । ସ୍କୁଲ କ୍ୟାମ୍ପସ ଭିତରେ ହଷ୍ଟେଲ ଛାତ୍ରମାନେ ଭୟଭୀତ ଅବସ୍ଥାରେ ଅଛନ୍ତି । ଏହି ଅଞ୍ଚଳରେ କୌଣସି ବ୍ୟକ୍ତିଙ୍କୁ ଘରୁ ନ ବାହାରିବା ପାଇଁ ସଚେତନ କରାଉଛି ବନ ବିଭାଗ । ଜଙ୍ଗଲ ଛାଡ଼ି ଜନବସତି ମୁହାଁ ହେଉଛନ୍ତି ଗଜରାଜ । ସହରରେ […] The post ହାଇସ୍କୁଲ ପରିସରରେ ଦନ୍ତା ଉତ୍ପାତ, ହଷ୍ଟେଲ ଛାତ୍ର ଭୟଭୀତ appeared first on KNews Odisha.

ହାଇସ୍କୁଲ ପରିସରରେ ଦନ୍ତା ଉତ୍ପାତ, ହଷ୍ଟେଲ ଛାତ୍ର ଭୟଭୀତ
hati 3

ମୟୂରଭଞ୍ଜ (କେନ୍ୟୁଜ): ବାରିପଦା ସହରରେ ହାତୀ । ଏମକେସି ହାଇସ୍କୁଲ ପରିସରରେ ବୁଲୁଛି ଦନ୍ତା ହାତୀ । ବନ ବିଭାଗ ଓ ପୋଲିସ ପକ୍ଷରୁ ହାତୀଟିକୁ ବାହାରକୁ ଆଣିବା ପାଇଁ ଉଦ୍ୟମ କରାଯାଇଛି । ସ୍କୁଲ କ୍ୟାମ୍ପସ ଭିତରେ ହଷ୍ଟେଲ ଛାତ୍ରମାନେ ଭୟଭୀତ ଅବସ୍ଥାରେ ଅଛନ୍ତି । ଏହି ଅଞ୍ଚଳରେ କୌଣସି ବ୍ୟକ୍ତିଙ୍କୁ ଘରୁ ନ ବାହାରିବା ପାଇଁ ସଚେତନ କରାଉଛି ବନ ବିଭାଗ । ଜଙ୍ଗଲ ଛାଡ଼ି ଜନବସତି ମୁହାଁ ହେଉଛନ୍ତି ଗଜରାଜ । ସହରରେ ବି ପଶିଲେଣି ହାତୀ ।

The post ହାଇସ୍କୁଲ ପରିସରରେ ଦନ୍ତା ଉତ୍ପାତ, ହଷ୍ଟେଲ ଛାତ୍ର ଭୟଭୀତ appeared first on KNews Odisha.