ହାଇୱା ଧକ୍କାରେ ସ୍କୁଟି ଆରୋହୀ ମୃତ
ଅନୁଗୋଳ : ପୁଣି ରକ୍ତ ରଂଜିତ ହେଲା ଜାତୀୟ ରାଜପଥ | ଅନୁଗୋଳ ଟାଉନ୍ ଥାନା ତୁରଙ୍ଗ ସ୍ଥିତ ଏଫସିଆଇ ଗୋଦାମ ନିକଟରେ ହାଇୱା ଧକ୍କାରେ ସ୍କୁଟି ଆରୋହୀ ମୃତ | ମୃତକ ହେଲେ ଢେଙ୍କାନାଳ ଡେଙ୍ଗବୋରି ଗ୍ରାମର ଦୁଷ୍ମନ୍ତ ପଣ୍ଡା | ବୟସ 52, ଅନୁଗୁଳରେ ଭଡାରେ ରହୁଥିଲେ | ଘଟଣା ପରେ ଜାତୀୟ ରାଜପଥ ଅବରୋଧ କରିଛନ୍ତି ଉତ୍ୟକ୍ତ ଲୋକେ | ଦୁର୍ଘଟଣାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଲାଗିରହିଛି | ଅନୁଗୋଳ ଥାନା IIC […] The post ହାଇୱା ଧକ୍କାରେ ସ୍କୁଟି ଆରୋହୀ ମୃତ appeared first on KNews Odisha.

ଅନୁଗୋଳ : ପୁଣି ରକ୍ତ ରଂଜିତ ହେଲା ଜାତୀୟ ରାଜପଥ | ଅନୁଗୋଳ ଟାଉନ୍ ଥାନା ତୁରଙ୍ଗ ସ୍ଥିତ ଏଫସିଆଇ ଗୋଦାମ ନିକଟରେ ହାଇୱା ଧକ୍କାରେ ସ୍କୁଟି ଆରୋହୀ ମୃତ | ମୃତକ ହେଲେ ଢେଙ୍କାନାଳ ଡେଙ୍ଗବୋରି ଗ୍ରାମର ଦୁଷ୍ମନ୍ତ ପଣ୍ଡା | ବୟସ 52, ଅନୁଗୁଳରେ ଭଡାରେ ରହୁଥିଲେ | ଘଟଣା ପରେ ଜାତୀୟ ରାଜପଥ ଅବରୋଧ କରିଛନ୍ତି ଉତ୍ୟକ୍ତ ଲୋକେ |
ଦୁର୍ଘଟଣାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଲାଗିରହିଛି | ଅନୁଗୋଳ ଥାନା IIC ଙ୍କୁ ଉତ୍ୟକ୍ତ ଲୋକ ମାଡ ମାରିଥିବା ଅଭିଯୋଗ ହୋଇଛି | 55 ନମ୍ବର ଜାତୀୟ ରାଜପଥ ଅବରୋଧ କରି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସ୍ଥାନୀୟ ଲୋକେ | ଜାତୀୟ ରାଜପଥରେ ଶହ ଶହ ଗାଡି ଅଟକି ରହିଛି | ଶାନ୍ତି ଶୃଙ୍ଖଳା ପାଇଁ ତିନି ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଉଛି |
The post ହାଇୱା ଧକ୍କାରେ ସ୍କୁଟି ଆରୋହୀ ମୃତ appeared first on KNews Odisha.