ହାଟଡିହି ଅବକାରୀ ଥାନା ଦ୍ଵାରା ଦେଶୀ ମୁହୁଲି ପୋଚ ନଷ୍ଟ।
ହାଟଡିହି : ଆଜି ହାଟଡିହି ଅବକାରୀ ବିଭାଗ ଦ୍ଵାରା ସୋସ ଥାନା ଅଧୀନ ଢେଙ୍କା , ଡଙ୍ଗା ଚୁଆ, ଅନ୍ଧାରି ଆଦି ସ୍ଥାନ ରୁ ବେୟାଇନି ଭାବେ ଦେଶୀ ମଦ ତିଆରି କରା ଯାଉଥିବା ସ୍ଥାନ ଗୁଡ଼ିକ ରୁ ମହୁଲି ପୋଚ ନଷ୍ଟ କରାଯାଉଛି।। ଏହି ପୋଚ ନଷ୍ଟ ସମୟରେ ଆନନ୍ଦପୁର ଉପଖଣ୍ଡ ଅଧିକାରୀ ପ୍ରଶାନ୍ତ କୁମାର ବେହେରା, ନନ୍ଦିପଦା ଥାନାଏସାଇ ରୋହିତ ରାଜ ହାଟଡିହି ଅବକାରୀ ଥାନା ଅଧିକାରୀଣି ସ୍ମିତା ବେହେରା, ସୁଶାନ୍ତ ରାଉତ, ନିବେଦିତା ମାଝୀ, […] The post ହାଟଡିହି ଅବକାରୀ ଥାନା ଦ୍ଵାରା ଦେଶୀ ମୁହୁଲି ପୋଚ ନଷ୍ଟ। appeared first on Odisha.News.

ହାଟଡିହି : ଆଜି ହାଟଡିହି ଅବକାରୀ ବିଭାଗ ଦ୍ଵାରା ସୋସ ଥାନା ଅଧୀନ ଢେଙ୍କା , ଡଙ୍ଗା ଚୁଆ, ଅନ୍ଧାରି ଆଦି ସ୍ଥାନ ରୁ ବେୟାଇନି ଭାବେ ଦେଶୀ ମଦ ତିଆରି କରା ଯାଉଥିବା ସ୍ଥାନ ଗୁଡ଼ିକ ରୁ ମହୁଲି ପୋଚ ନଷ୍ଟ କରାଯାଉଛି।। ଏହି ପୋଚ ନଷ୍ଟ ସମୟରେ ଆନନ୍ଦପୁର ଉପଖଣ୍ଡ ଅଧିକାରୀ ପ୍ରଶାନ୍ତ କୁମାର ବେହେରା, ନନ୍ଦିପଦା ଥାନାଏସାଇ ରୋହିତ ରାଜ ହାଟଡିହି ଅବକାରୀ ଥାନା ଅଧିକାରୀଣି ସ୍ମିତା ବେହେରା, ସୁଶାନ୍ତ ରାଉତ, ନିବେଦିତା ମାଝୀ, ସୁରେଶ ବେହେରା ପ୍ରମୁଖ ରହିଥିଲେ।
The post ହାଟଡିହି ଅବକାରୀ ଥାନା ଦ୍ଵାରା ଦେଶୀ ମୁହୁଲି ପୋଚ ନଷ୍ଟ। appeared first on Odisha.News.