ହାତୀ ଆକ୍ରମଣରେ ଗଜସାଥୀଙ୍କ ମୃତ୍ୟୁ, ହାତୀ ଘଉଡାଇବା ପାଇଁ ଯାଇଥିଲେ

ଅନୁଗୋଳ ୨୫।୬: ଅନୁଗୋଳ ଛେଣ୍ଡିପଦା କତଡା ଗାଁ ନିକଟର ହାତୀ ଆକ୍ରମଣରେ ଜଣେ ଗଜସାଥୀଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ଯୁଗଳ ନାୟକ । ତାଙ୍କ ବୟସ ୪୦ ବର୍ଷ ବୋଲି ଜଣାପଡିଛି । ସୂଚନାଯୋଗ୍ୟ ଯେ, ଅନୁଗୋଳ ଜିଲ୍ଲା କତଡା ଗାଁ ନିକଟରେ ଗୋଟିଏ ହାତୀ ଥିବା ଜାଣି ତାକୁ ଘଉଡାଇବା ପାଇଁ ଯାଇଥିଲେ ଯୁଗଳ । କିନ୍ତୁ ତାଙ୍କୁ ହାତୀ ଗୋଡେଇ ଗୋଡେଇ ମାରି ଦେଇଥିଲା । ଘଟଣାସ୍ଥଳରେ ତାଙ୍କର ମୃତଦେହ ପଡି ରହିଛି । ଏହାକୁ ନେଇ ସେଠାରେ ଚାପା ଉତ୍ତେଜନା ଲାଗି ରହିଛି ।You Can Read:୬୩ ଅପରାଧୀଙ୍କ ଘରେ ଲାଗିଲା ଲଟ୍‌କା, ହାଜର ନହେଲେ ବାଜ୍ୟାପ୍ତ ହେବ ସମ୍ପତ୍ତି

ହାତୀ ଆକ୍ରମଣରେ ଗଜସାଥୀଙ୍କ ମୃତ୍ୟୁ, ହାତୀ ଘଉଡାଇବା ପାଇଁ ଯାଇଥିଲେ

ଅନୁଗୋଳ ୨୫।୬: ଅନୁଗୋଳ ଛେଣ୍ଡିପଦା କତଡା ଗାଁ ନିକଟର ହାତୀ ଆକ୍ରମଣରେ ଜଣେ ଗଜସାଥୀଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ଯୁଗଳ ନାୟକ । ତାଙ୍କ ବୟସ ୪୦ ବର୍ଷ ବୋଲି ଜଣାପଡିଛି । 

ସୂଚନାଯୋଗ୍ୟ ଯେ, ଅନୁଗୋଳ ଜିଲ୍ଲା କତଡା ଗାଁ ନିକଟରେ ଗୋଟିଏ ହାତୀ ଥିବା ଜାଣି ତାକୁ ଘଉଡାଇବା ପାଇଁ ଯାଇଥିଲେ ଯୁଗଳ । କିନ୍ତୁ ତାଙ୍କୁ ହାତୀ ଗୋଡେଇ ଗୋଡେଇ ମାରି ଦେଇଥିଲା । ଘଟଣାସ୍ଥଳରେ ତାଙ୍କର ମୃତଦେହ ପଡି ରହିଛି । ଏହାକୁ ନେଇ ସେଠାରେ ଚାପା ଉତ୍ତେଜନା ଲାଗି ରହିଛି ।

You Can Read:

୬୩ ଅପରାଧୀଙ୍କ ଘରେ ଲାଗିଲା ଲଟ୍‌କା, ହାଜର ନହେଲେ ବାଜ୍ୟାପ୍ତ ହେବ ସମ୍ପତ୍ତି