ହାତୀ ଭାଙ୍ଗିଦେଲା ବାଇକ: ଲୋକେ ଭୟଭୀତ
ପାଟଣା,୮।୭(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ରେଞ୍ଜ ସାହାରପଡା ସେକ୍ସନ ଖୁଞ୍ଚୀବେଡା ଗ୍ରାମକୁ ଏକ ଗୋଠଛଡ଼ା ଦନ୍ତା ମଙ୍ଗଳବାର ପଶି ଆସି ଉପଦ୍ରବ ଚଳାଇଛି। ଦ୍ରୌପଦୀ ହୁଡି ନିକଟରେ ଥିବା ଏକ ବାଇକକୁ ହାତୀ ମାଡି ଭାଙ୍ଗି ଦେଇଛି। ଏବେ ଖୁଞ୍ଚିବେଡା ଗାଁ ନିକଟରେ ହାତୀପଲ ବୁଲୁଥିବାରୁ ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି। ବନ ବିଭାଗ ଦନ୍ତାର ଗତିବିଧି ଉପରେ ନଜର ରଖିଛି। The post ହାତୀ ଭାଙ୍ଗିଦେଲା ବାଇକ: ଲୋକେ ଭୟଭୀତ appeared first on Dharitri Odia News.
ପାଟଣା,୮।୭(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ରେଞ୍ଜ ସାହାରପଡା ସେକ୍ସନ ଖୁଞ୍ଚୀବେଡା ଗ୍ରାମକୁ ଏକ ଗୋଠଛଡ଼ା ଦନ୍ତା ମଙ୍ଗଳବାର ପଶି ଆସି ଉପଦ୍ରବ ଚଳାଇଛି। ଦ୍ରୌପଦୀ ହୁଡି ନିକଟରେ ଥିବା ଏକ ବାଇକକୁ ହାତୀ ମାଡି ଭାଙ୍ଗି ଦେଇଛି। ଏବେ ଖୁଞ୍ଚିବେଡା ଗାଁ ନିକଟରେ ହାତୀପଲ ବୁଲୁଥିବାରୁ ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି। ବନ ବିଭାଗ ଦନ୍ତାର ଗତିବିଧି ଉପରେ ନଜର ରଖିଛି।
The post ହାତୀ ଭାଙ୍ଗିଦେଲା ବାଇକ: ଲୋକେ ଭୟଭୀତ appeared first on Dharitri Odia News.