ହାଥରସ ଦଳାଚକଟା: ମୁଖ୍ୟ ଅଭିଯୁକ୍ତଙ୍କୁ ଧରାଇଦେଲେ ୧ ଲକ୍ଷ

ହାଥରସ,୭।୪: ଉତ୍ତରପ୍ରଦେଶ ହାଥରସରେ ଦଳାଚକଟା ମାମଲାର ୭୨ ଘଣ୍ଟା ପରେ ପୋଲିସ ୬ ଜଣଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ସମସ୍ତ ୬ଜଣ ଆୟୋଜକ ବୋଲି ଜଣାପଡିଛି। ଏଯାଏଁ ଭୋଲେ ବାବାଙ୍କ ପତ୍ତା ମିଳୁ ନ ଥିବା ବେଳେ ମୁଖ୍ୟ ଆୟୋଜକ ଏବେବି ଫେରାର ଅଛନ୍ତି। ତାଙ୍କୁ ଖୋଜି ଧରାଇଦେଲେ ସମ୍ପୃକ୍ତ ବୃକ୍ତିଙ୍କ ନାଁ ଗୋପନ ରଖି ଏକ ଲକ୍ଷ ଟଙ୍କା ପୁରସ୍କାର ଦେବ ବୋଲି ପୋଲିସ ଘୋଷଣା କରିଛି। ହାଥରସରେ ଦଳାଚକଟାରେ ୧୨୧ ଜଣଙ୍କ ମୃତ୍ୟୁ […] The post ହାଥରସ ଦଳାଚକଟା: ମୁଖ୍ୟ ଅଭିଯୁକ୍ତଙ୍କୁ ଧରାଇଦେଲେ ୧ ଲକ୍ଷ appeared first on Dharitri Odia News.

ହାଥରସ ଦଳାଚକଟା: ମୁଖ୍ୟ ଅଭିଯୁକ୍ତଙ୍କୁ ଧରାଇଦେଲେ ୧ ଲକ୍ଷ

ହାଥରସ,୭।୪: ଉତ୍ତରପ୍ରଦେଶ ହାଥରସରେ ଦଳାଚକଟା ମାମଲାର ୭୨ ଘଣ୍ଟା ପରେ ପୋଲିସ ୬ ଜଣଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ସମସ୍ତ ୬ଜଣ ଆୟୋଜକ ବୋଲି ଜଣାପଡିଛି। ଏଯାଏଁ ଭୋଲେ ବାବାଙ୍କ ପତ୍ତା ମିଳୁ ନ ଥିବା ବେଳେ ମୁଖ୍ୟ ଆୟୋଜକ ଏବେବି ଫେରାର ଅଛନ୍ତି। ତାଙ୍କୁ ଖୋଜି ଧରାଇଦେଲେ ସମ୍ପୃକ୍ତ ବୃକ୍ତିଙ୍କ ନାଁ ଗୋପନ ରଖି ଏକ ଲକ୍ଷ ଟଙ୍କା ପୁରସ୍କାର ଦେବ ବୋଲି ପୋଲିସ ଘୋଷଣା କରିଛି। ହାଥରସରେ ଦଳାଚକଟାରେ ୧୨୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସମସ୍ତଙ୍କ ପରିଚୟ ମିଳିଛି। ଏହି ଘଟଣାରେ ଏବେ ବି ପ୍ରାୟ ୩୦ଜଣ ଆହତ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।

The post ହାଥରସ ଦଳାଚକଟା: ମୁଖ୍ୟ ଅଭିଯୁକ୍ତଙ୍କୁ ଧରାଇଦେଲେ ୧ ଲକ୍ଷ appeared first on Dharitri Odia News.