ହିଡ ହଣାଙ୍କୁ କେନ୍ଦ୍ରକରି କଟୁରୀରେ ଆକ୍ରମଣ, ଲହୁ ଲୁହାଣ ଅବସ୍ଥାରେ ମେଡିକାଲରେ ଭର୍ତ୍ତି

କୋଣାର୍କ ୧୨।୮: ପୁରୀ ଜିଲ୍ଲା ଗୋପ ଥାନା ଅନ୍ତର୍ଗତ ମୁରୁଡ଼ା ଗ୍ରାମରେ ବିଲର ହିଡ଼ ହାଣିବାକୁ ନେଇ ଆକ୍ରମଣ । ଯୁବକଙ୍କୁ ଗୋଡେଇ ଗୋଡେଇ ହାଣି ଲହୁ ଲୁହାଣ କଲେ l ସୂଚନାଯୋଗ୍ୟ ଯେ, ମୁରୁଡ଼ା ଗ୍ରାମର ଶମ୍ଭୁ ରାଉତ ଦିନ ୧୨ ଘଟିକା ସମୟରେ ବିଲରେ କାମ କରୁଥିବା ବେଳେ ସେହି ଗ୍ରାମର ୱାର୍ଡ ମେମ୍ବର ଅଜୟ ରାଉତ କାହିଁକି ମୋ ବିଲ ହାଣିଛୁ ବୋଲି କହି ହଠାତ କରୁରୀରେ ଶମ୍ଭୁଙ୍କ ମୁଣ୍ଡକୁ ହାଣି ଦେଇଥିଲେ  l ପରେ ଶମ୍ଭୁଙ୍କୁ ରକ୍ତାକ୍ତ   ଅବସ୍ଥାରେ ପଡ଼ିଥିବା ଦେଖି ପରିବାର ଲୋକେ ଗୋପ ମେଡିକାଲରେ ଭର୍ତ୍ତି କରିଥିଲେ l ଏହି ଘଟଣାକୁ କେନ୍ଦ୍ରକରି ଗୋପ ଥାନାରେ ଶମ୍ଭୁଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି l ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । You Can Read:ବୟୋଜ୍ୟେଷ୍ଠଙ୍କ ଅଧିକାର ପାଇଁ ଆଗକୁ ଆସିବ ବିଜେଡି, ୧୬ ଅଗଷ୍ଟରୁ ଜନଜାଗରଣ ଅଭିଯାନ

ହିଡ ହଣାଙ୍କୁ କେନ୍ଦ୍ରକରି କଟୁରୀରେ ଆକ୍ରମଣ, ଲହୁ ଲୁହାଣ ଅବସ୍ଥାରେ ମେଡିକାଲରେ ଭର୍ତ୍ତି

କୋଣାର୍କ ୧୨।୮: ପୁରୀ ଜିଲ୍ଲା ଗୋପ ଥାନା ଅନ୍ତର୍ଗତ ମୁରୁଡ଼ା ଗ୍ରାମରେ ବିଲର ହିଡ଼ ହାଣିବାକୁ ନେଇ ଆକ୍ରମଣ । ଯୁବକଙ୍କୁ ଗୋଡେଇ ଗୋଡେଇ ହାଣି ଲହୁ ଲୁହାଣ କଲେ l 

ସୂଚନାଯୋଗ୍ୟ ଯେ, ମୁରୁଡ଼ା ଗ୍ରାମର ଶମ୍ଭୁ ରାଉତ ଦିନ ୧୨ ଘଟିକା ସମୟରେ ବିଲରେ କାମ କରୁଥିବା ବେଳେ ସେହି ଗ୍ରାମର ୱାର୍ଡ ମେମ୍ବର ଅଜୟ ରାଉତ କାହିଁକି ମୋ ବିଲ ହାଣିଛୁ ବୋଲି କହି ହଠାତ କରୁରୀରେ ଶମ୍ଭୁଙ୍କ ମୁଣ୍ଡକୁ ହାଣି ଦେଇଥିଲେ  l ପରେ ଶମ୍ଭୁଙ୍କୁ ରକ୍ତାକ୍ତ   ଅବସ୍ଥାରେ ପଡ଼ିଥିବା ଦେଖି ପରିବାର ଲୋକେ ଗୋପ ମେଡିକାଲରେ ଭର୍ତ୍ତି କରିଥିଲେ l ଏହି ଘଟଣାକୁ କେନ୍ଦ୍ରକରି ଗୋପ ଥାନାରେ ଶମ୍ଭୁଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି l ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । 

You Can Read:

ବୟୋଜ୍ୟେଷ୍ଠଙ୍କ ଅଧିକାର ପାଇଁ ଆଗକୁ ଆସିବ ବିଜେଡି, ୧୬ ଅଗଷ୍ଟରୁ ଜନଜାଗରଣ ଅଭିଯାନ