ହିମାଚଳର ୩ ସ୍ବାଧୀନ ବିଧାୟକଙ୍କ ଇସ୍ତଫା ମଞ୍ଜୁର, ୩ ଆସନରେ ହେବ ନିର୍ବାଚନ

ଶିମଲା,୩।୬: ହିମାଚଳ ପ୍ରଦେଶରେ ପୁଣି ଏକ ବଡ଼ ରାଜନନୈତିକ ଉତ୍ତେଜନା ଦେଖାଦେଇଛି। ବିଧାନସଭା ବାଚସ୍ପତି ୩ ସ୍ବାଧୀନ ବିଧାୟକଙ୍କ ଇସ୍ତଫା ଗ୍ରହଣ କରିଛନ୍ତି। ମାର୍ଚ୍ଚ ୨୪ରେ, ତିନି ଜଣ ସ୍ବାଧୀନ ବିଧାୟକ ଇସ୍ତଫା ଦେଇଥିଲେ ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ବାଚସ୍ପତିଙ୍କ ନିକଟରେ ମାମଲା ବିଚାରାଧୀନ ଅଛି। ବିଧାନସଭା ବାଚସ୍ପତି କୁଲଦୀପ ପଠାନିଆ ଏହା ନିଶ୍ଚିତ କରିଛନ୍ତି। ଏଭଳି ପରିସ୍ଥିତିରେ ହିମାଚଳ ପ୍ରଦେଶର ତିନୋଟି ଆସନରେ ଉପ-ନିର୍ବାଚନ ଅନୁଷ୍ଠିତ ହେବ। The post ହିମାଚଳର ୩ ସ୍ବାଧୀନ ବିଧାୟକଙ୍କ ଇସ୍ତଫା ମଞ୍ଜୁର, ୩ ଆସନରେ ହେବ ନିର୍ବାଚନ appeared first on Dharitri Odia News.

ହିମାଚଳର ୩ ସ୍ବାଧୀନ ବିଧାୟକଙ୍କ ଇସ୍ତଫା ମଞ୍ଜୁର, ୩ ଆସନରେ ହେବ ନିର୍ବାଚନ

ଶିମଲା,୩।୬: ହିମାଚଳ ପ୍ରଦେଶରେ ପୁଣି ଏକ ବଡ଼ ରାଜନନୈତିକ ଉତ୍ତେଜନା ଦେଖାଦେଇଛି। ବିଧାନସଭା ବାଚସ୍ପତି ୩ ସ୍ବାଧୀନ ବିଧାୟକଙ୍କ ଇସ୍ତଫା ଗ୍ରହଣ କରିଛନ୍ତି। ମାର୍ଚ୍ଚ ୨୪ରେ, ତିନି ଜଣ ସ୍ବାଧୀନ ବିଧାୟକ ଇସ୍ତଫା ଦେଇଥିଲେ ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ବାଚସ୍ପତିଙ୍କ ନିକଟରେ ମାମଲା ବିଚାରାଧୀନ ଅଛି। ବିଧାନସଭା ବାଚସ୍ପତି କୁଲଦୀପ ପଠାନିଆ ଏହା ନିଶ୍ଚିତ କରିଛନ୍ତି। ଏଭଳି ପରିସ୍ଥିତିରେ ହିମାଚଳ ପ୍ରଦେଶର ତିନୋଟି ଆସନରେ ଉପ-ନିର୍ବାଚନ ଅନୁଷ୍ଠିତ ହେବ।

The post ହିମାଚଳର ୩ ସ୍ବାଧୀନ ବିଧାୟକଙ୍କ ଇସ୍ତଫା ମଞ୍ଜୁର, ୩ ଆସନରେ ହେବ ନିର୍ବାଚନ appeared first on Dharitri Odia News.