ହୀରାକୁଦ ଡ୍ୟାମର ୨୦ ଗେଟ୍ ଦେଇ ହେଉଛି ଜଳ ନିଷ୍କାସନ

ସମ୍ବଲପୁର : ଉପରମୁଣ୍ଡରେ ଫୁଲୁଛି ମହାନଦୀ, ବଢ଼ୁଛି ଜଳସ୍ତର ।  ହୀରାକୁଦ ଡ୍ୟାମର ୨୦ ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି ।  ଡ୍ୟାମ ବାମପାର୍ଶ୍ବରେ ୧୩ଟି ଓ ଡାହାଣପାର୍ଶ୍ବରେ ୭ଟି ଗେଟ୍ ଖୋଲା ରହିଛି ।  ଏବେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୫.୩୧ ଫୁଟ୍ ରହିଛି । ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୩ଲକ୍ଷ ୬୫ ହଜାର ୧୧୬ କ୍ୟୁସେକ ଜଳ ପ୍ରବେଶ କରୁଛି ।  ସେହିପରି ୩ଲକ୍ଷ ୪୬ ହଜାର ୪୬ କ୍ୟୁସେକ ଜଳ ନିଷ୍କାସିତ […] The post ହୀରାକୁଦ ଡ୍ୟାମର ୨୦ ଗେଟ୍ ଦେଇ ହେଉଛି ଜଳ ନିଷ୍କାସନ appeared first on KNews Odisha.

ହୀରାକୁଦ ଡ୍ୟାମର ୨୦ ଗେଟ୍ ଦେଇ ହେଉଛି ଜଳ ନିଷ୍କାସନ
hirakud

ସମ୍ବଲପୁର : ଉପରମୁଣ୍ଡରେ ଫୁଲୁଛି ମହାନଦୀ, ବଢ଼ୁଛି ଜଳସ୍ତର ।  ହୀରାକୁଦ ଡ୍ୟାମର ୨୦ ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି ।  ଡ୍ୟାମ ବାମପାର୍ଶ୍ବରେ ୧୩ଟି ଓ ଡାହାଣପାର୍ଶ୍ବରେ ୭ଟି ଗେଟ୍ ଖୋଲା ରହିଛି ।  ଏବେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୫.୩୧ ଫୁଟ୍ ରହିଛି ।

ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୩ଲକ୍ଷ ୬୫ ହଜାର ୧୧୬ କ୍ୟୁସେକ ଜଳ ପ୍ରବେଶ କରୁଛି ।  ସେହିପରି ୩ଲକ୍ଷ ୪୬ ହଜାର ୪୬ କ୍ୟୁସେକ ଜଳ ନିଷ୍କାସିତ ହେଉଛି ।

Also read: କଟକ ମୁଣ୍ଡଳୀରେ ପହଞ୍ଚିଲା ହୀରାକୁଦର ବନ୍ୟା ଜଳ, ୩ ଲକ୍ଷ ୮୩ ହଜାର କ୍ୟୁସେକ ଜଳ ପ୍ରବାହିତ

The post ହୀରାକୁଦ ଡ୍ୟାମର ୨୦ ଗେଟ୍ ଦେଇ ହେଉଛି ଜଳ ନିଷ୍କାସନ appeared first on KNews Odisha.