ହୀରାକୁଦ୍ ପାଇଁ ବଡ଼ ଯୋଜନା, ଡ୍ୟାମ୍ର ଉନ୍ନତିକରଣ ପାଇଁ ଖର୍ଚ୍ଚ ହେବ ହଜାରେରୁ କୋଟି ଅଧିକ
ସମ୍ବଲପୁର/ଭୁବନେଶ୍ୱର ୦୭। ୦୩ : ହୀରାକୁଦ ଡ୍ୟାମ୍ ପାଇଁ ବଡ଼ ଘୋଷଣା । ଡ୍ୟାମ୍ର ଉନ୍ନତିକରଣ ପାଇଁ ସରକାରଙ୍କ ପକ୍ଷରୁ ବଡ଼ ଯୋଜନା ଘୋଷଣା ହୋଇଛି । ଆସନ୍ତା ୬ ବର୍ଷ ପାଇଁ ଦୀର୍ଘ ମିଆଦି ଯୋଜନା କରାଯାଇଛି । ଯେଉଁଥିରେ ଖର୍ଚ୍ଚ ହେବ ଏକ ହଜାରରୁ ଅଧିକ କୋଟି ଟଙ୍କା । ଏହି ଖବରକୁ ପଢନ୍ତୁ : ODISHA BUDGT 2025: ହୀରାକୁଦ ଡ୍ୟାମ ନବୀକରଣ ପାଇଁ ୮୫୦ କୋଟି ବ୍ୟୟ ଅଟକଳହୀରାକୁଦ ଡ୍ୟାମ୍ ଉନ୍ନତିକରଣ ପାଇଁ ସରକାରଙ୍କ ବଡ ଯୋଜନା। ଆସନ୍ତା 6 ବର୍ଷ ପାଇଁ ଦୀର୍ଘ ମିଆଦି ଯୋଜନା କରାଯାଇଛି। ଯେଉଁଥିରେ ୧୦୬୬.୩୮ କୋଟି ଟଙ୍କାର ଖର୍ଚ୍ଚ ହେବ। ଏନେଇ ଜଳ ସମ୍ପଦ ବିଭାଗ ପକ୍ଷରୁ ସଂକଳ୍ପ ପତ୍ର ପ୍ରକାଶ ପାଇଛି। ଯେଉଁଥିରେ ଡ୍ୟାମର ବାମ ପଟେ ଅତିରିକ୍ତ ସ୍ପିଲ୍ ଓ୍ୱେ ନିର୍ମାଣ ହେବ। ଏଥିପାଇଁ ୮୮୪.୩୮ କୋଟି ୬ ବର୍ଷରେ ଖର୍ଚ୍ଚ ହେବ। ସେହିପରି ଡ୍ୟାମର ଫାଟ ଚିହ୍ନଟ ପାଇଁ ସର୍ଭେ କରାଯିବ। ଏଥିପାଇଁ ୬ ବର୍ଷରେ ୩୨ କୋଟି ଟଙ୍କା ଖର୍ଚ୍ଚ ହେବ। ବାକି ଗେଟ୍ ଗୁଡିକ ସମ୍ପୂର୍ଣ୍ଣ ସ୍ଵୟଂ ଚାଳିତ କରାଯିବ। ଯେଉଁଥି ପାଇଁ ୧୫୦ କୋଟି ଟଙ୍କା ଖର୍ଚ୍ଚ ହେବ।ମୁମ୍ଵାଇ ଛାଡିଲେ ଅନୁରାଗ କଶ୍ୟପ, କହିଲେ-ବଲିଉଡରେ ସମସ୍ତଙ୍କୁ ୮୦୦ କୋଟିର ଫିଲ୍ମ ଦରକାର…
ସମ୍ବଲପୁର/ଭୁବନେଶ୍ୱର ୦୭। ୦୩ : ହୀରାକୁଦ ଡ୍ୟାମ୍ ପାଇଁ ବଡ଼ ଘୋଷଣା । ଡ୍ୟାମ୍ର ଉନ୍ନତିକରଣ ପାଇଁ ସରକାରଙ୍କ ପକ୍ଷରୁ ବଡ଼ ଯୋଜନା ଘୋଷଣା ହୋଇଛି । ଆସନ୍ତା ୬ ବର୍ଷ ପାଇଁ ଦୀର୍ଘ ମିଆଦି ଯୋଜନା କରାଯାଇଛି । ଯେଉଁଥିରେ ଖର୍ଚ୍ଚ ହେବ ଏକ ହଜାରରୁ ଅଧିକ କୋଟି ଟଙ୍କା ।
ଏହି ଖବରକୁ ପଢନ୍ତୁ : ODISHA BUDGT 2025: ହୀରାକୁଦ ଡ୍ୟାମ ନବୀକରଣ ପାଇଁ ୮୫୦ କୋଟି ବ୍ୟୟ ଅଟକଳ
ହୀରାକୁଦ ଡ୍ୟାମ୍ ଉନ୍ନତିକରଣ ପାଇଁ ସରକାରଙ୍କ ବଡ ଯୋଜନା। ଆସନ୍ତା 6 ବର୍ଷ ପାଇଁ ଦୀର୍ଘ ମିଆଦି ଯୋଜନା କରାଯାଇଛି। ଯେଉଁଥିରେ ୧୦୬୬.୩୮ କୋଟି ଟଙ୍କାର ଖର୍ଚ୍ଚ ହେବ। ଏନେଇ ଜଳ ସମ୍ପଦ ବିଭାଗ ପକ୍ଷରୁ ସଂକଳ୍ପ ପତ୍ର ପ୍ରକାଶ ପାଇଛି। ଯେଉଁଥିରେ ଡ୍ୟାମର ବାମ ପଟେ ଅତିରିକ୍ତ ସ୍ପିଲ୍ ଓ୍ୱେ ନିର୍ମାଣ ହେବ। ଏଥିପାଇଁ ୮୮୪.୩୮ କୋଟି ୬ ବର୍ଷରେ ଖର୍ଚ୍ଚ ହେବ। ସେହିପରି ଡ୍ୟାମର ଫାଟ ଚିହ୍ନଟ ପାଇଁ ସର୍ଭେ କରାଯିବ। ଏଥିପାଇଁ ୬ ବର୍ଷରେ ୩୨ କୋଟି ଟଙ୍କା ଖର୍ଚ୍ଚ ହେବ। ବାକି ଗେଟ୍ ଗୁଡିକ ସମ୍ପୂର୍ଣ୍ଣ ସ୍ଵୟଂ ଚାଳିତ କରାଯିବ। ଯେଉଁଥି ପାଇଁ ୧୫୦ କୋଟି ଟଙ୍କା ଖର୍ଚ୍ଚ ହେବ।
ମୁମ୍ଵାଇ ଛାଡିଲେ ଅନୁରାଗ କଶ୍ୟପ, କହିଲେ-ବଲିଉଡରେ ସମସ୍ତଙ୍କୁ ୮୦୦ କୋଟିର ଫିଲ୍ମ ଦରକାର…