ହୁତୁହତୁ ଜଳୁଛି ଭେଣ୍ଡିଆ ପୁଅର ଜୁଇ, କିଛି ବୁଝିିି ପାରୁନି ମା” ଝରୁନି ଟୋପେ ବି ଲୁହ...ଖାଲି ବିକଳ ହୋଇ ଚାହୁଁଛି...

ଗାଁ ଅଭିମୁଖେ ଚାଲିଛି ପ୍ରଶାନ୍ତ ଶତପଥୀଙ୍କ ପାର୍ଥିବଶରୀର । ସଙ୍କୀର୍ତ୍ତନରେ ଫାଟିପଡୁଛି ପୂରା ପରିବେଶ । ବାପାଙ୍କ କୋକେଇ ଆଗରେ ଖଇକଉଡି ବିଞ୍ଚି ବିଞ୍ଚି ଗଲା କୁନି ପୁଅ । ପ୍ରଶାନ୍ତଙ୍କୁ ...