ହେକ୍ଟର ପିଛା ମାଛ ଉତ୍ପାଦନ ତିନିରୁ ପାଞ୍ଚ ଟନ ବୃଦ୍ଧି ପାଇବ, ସୃଷ୍ଟି ହେବ ୫୫ ଲକ୍ଷ ନିଯୁକ୍ତି ସୁଯୋଗ…

ନୂଆଦିଲ୍ଲୀ,୧।୨ : ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୪ ପାଇଁ କାମଚଳା ବଜେଟ ଉପସ୍ଥାପନ କରିଛନ୍ତି। ସେ କହିଛନ୍ତି’ମତ୍ସ୍ୟ ସମ୍ପଦକୁ ମଧ୍ୟ ମଜବୁତ କରାଯାଉଛି। ସାମୁଦ୍ରିକ ଖାଦ୍ୟ ଉତ୍ପାଦନ ଦ୍ୱିଗୁଣିତ ହେବ । ମତ୍ସ୍ୟ ସମ୍ପଦ ଯୋଜନା ମାଧ୍ୟମରେ ହେକ୍ଟର ପିଛା ଉତ୍ପାଦନ ତିନିରୁ ପାଞ୍ଚ ଟନ ବୃଦ୍ଧି ପାଇବ। ୫୫ ଲକ୍ଷ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ପାଞ୍ଚଟି ଇଣ୍ଟିଗ୍ରେଟେଡ ଆକ୍ୱା ପାର୍କ ନିର୍ମାଣ କରାଯିବ।   The post ହେକ୍ଟର ପିଛା ମାଛ ଉତ୍ପାଦନ ତିନିରୁ ପାଞ୍ଚ ଟନ ବୃଦ୍ଧି ପାଇବ, ସୃଷ୍ଟି ହେବ ୫୫ ଲକ୍ଷ ନିଯୁକ୍ତି ସୁଯୋଗ… appeared first on Dharitri Odia News.

ହେକ୍ଟର ପିଛା ମାଛ ଉତ୍ପାଦନ ତିନିରୁ ପାଞ୍ଚ ଟନ ବୃଦ୍ଧି ପାଇବ, ସୃଷ୍ଟି ହେବ ୫୫ ଲକ୍ଷ ନିଯୁକ୍ତି ସୁଯୋଗ…

ନୂଆଦିଲ୍ଲୀ,୧।୨ : ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୪ ପାଇଁ କାମଚଳା ବଜେଟ ଉପସ୍ଥାପନ କରିଛନ୍ତି। ସେ କହିଛନ୍ତି’ମତ୍ସ୍ୟ ସମ୍ପଦକୁ ମଧ୍ୟ ମଜବୁତ କରାଯାଉଛି। ସାମୁଦ୍ରିକ ଖାଦ୍ୟ ଉତ୍ପାଦନ ଦ୍ୱିଗୁଣିତ ହେବ । ମତ୍ସ୍ୟ ସମ୍ପଦ ଯୋଜନା ମାଧ୍ୟମରେ ହେକ୍ଟର ପିଛା ଉତ୍ପାଦନ ତିନିରୁ ପାଞ୍ଚ ଟନ ବୃଦ୍ଧି ପାଇବ।

୫୫ ଲକ୍ଷ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ପାଞ୍ଚଟି ଇଣ୍ଟିଗ୍ରେଟେଡ ଆକ୍ୱା ପାର୍କ ନିର୍ମାଣ କରାଯିବ।

 

The post ହେକ୍ଟର ପିଛା ମାଛ ଉତ୍ପାଦନ ତିନିରୁ ପାଞ୍ଚ ଟନ ବୃଦ୍ଧି ପାଇବ, ସୃଷ୍ଟି ହେବ ୫୫ ଲକ୍ଷ ନିଯୁକ୍ତି ସୁଯୋଗ… appeared first on Dharitri Odia News.