ହୋଇଗଲା ଫାଇନାଲ! ଓଡ଼ିଶାର ଏହି ନେତାଙ୍କୁ ମିଳିପାରେ ଲୋକ ସଭାର ବାଚସ୍ପତି ପଦ

ନୂଆଦିଲ୍ଲୀ,୧୭।୬: ଲୋକ ସଭାରେ ବାଚସ୍ପତି କିଏ ହେବେ, ତା’କୁ ନେଇ ସସପେନ୍ସ ଜାରି ରହିଥିବା ବେଳେ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି। ସୂଚନାନୁଯାୟୀ, ବାଚସ୍ପତି ଦୌଡରେ ସବୁଠାରୁ ଆଗରେ ଅଛନ୍ତି ଓଡ଼ିଶାର କଟକରୁ ଜିତିଥିବା ଭର୍ତ୍ତୃହରି ମହାତବ ଓ ଆନ୍ଧ୍ରର ରାଜାମୁନ୍ଦ୍ରୀ ଆସନରୁ ଜିତିଥିବା ଡି ପୁରନ୍ଦେଶ୍ୱରୀ। ଏହି ଦୁଇ ରାଜ୍ୟରେ ଭାଜପା ଭଲ ପ୍ରଦର୍ଶନ କରିଥିବା ଭାଜପା ଜଣଙ୍କୁ ବାଚସ୍ପତି ବାଛିପାରେ ବୋଲି କୁହାଯାଉଛି। ଭର୍ତ୍ତୃହରି ୨୦୨୪ ନିର୍ବାଚନର ଠିକ ପୂର୍ବରୁ ବିଜେଡି […] The post ହୋଇଗଲା ଫାଇନାଲ! ଓଡ଼ିଶାର ଏହି ନେତାଙ୍କୁ ମିଳିପାରେ ଲୋକ ସଭାର ବାଚସ୍ପତି ପଦ appeared first on Dharitri Odia News.

ହୋଇଗଲା ଫାଇନାଲ! ଓଡ଼ିଶାର ଏହି ନେତାଙ୍କୁ ମିଳିପାରେ ଲୋକ ସଭାର ବାଚସ୍ପତି ପଦ

ନୂଆଦିଲ୍ଲୀ,୧୭।୬: ଲୋକ ସଭାରେ ବାଚସ୍ପତି କିଏ ହେବେ, ତା’କୁ ନେଇ ସସପେନ୍ସ ଜାରି ରହିଥିବା ବେଳେ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି।

ସୂଚନାନୁଯାୟୀ, ବାଚସ୍ପତି ଦୌଡରେ ସବୁଠାରୁ ଆଗରେ ଅଛନ୍ତି ଓଡ଼ିଶାର କଟକରୁ ଜିତିଥିବା ଭର୍ତ୍ତୃହରି ମହାତବ ଓ ଆନ୍ଧ୍ରର ରାଜାମୁନ୍ଦ୍ରୀ ଆସନରୁ ଜିତିଥିବା ଡି ପୁରନ୍ଦେଶ୍ୱରୀ। ଏହି ଦୁଇ ରାଜ୍ୟରେ ଭାଜପା ଭଲ ପ୍ରଦର୍ଶନ କରିଥିବା ଭାଜପା ଜଣଙ୍କୁ ବାଚସ୍ପତି ବାଛିପାରେ ବୋଲି କୁହାଯାଉଛି।

ଭର୍ତ୍ତୃହରି ୨୦୨୪ ନିର୍ବାଚନର ଠିକ ପୂର୍ବରୁ ବିଜେଡି ଛାଡି ଭାଜପାରେ ମିଶିଥିଲେ। ତାଙ୍କୁ ଦଳ ଟିକେଟ ଦେଇଥିଲା ଓ ସେ କଟକରୁ ବିଜୟୀ ହୋଇଛନ୍ତି। ଲୋକ ସଭାରେ ତାଙ୍କର ଅଭିଜ୍ଞତା ମଧ୍ୟ ରହିଛି। ପୁରନ୍ଦେଶ୍ୱରୀ ହେଉଛନ୍ତି ଆନ୍ଧ୍ର ଭାଜପା ମୁଖ୍ୟ।

 

The post ହୋଇଗଲା ଫାଇନାଲ! ଓଡ଼ିଶାର ଏହି ନେତାଙ୍କୁ ମିଳିପାରେ ଲୋକ ସଭାର ବାଚସ୍ପତି ପଦ appeared first on Dharitri Odia News.