ହୋଟେଲରୁ ୧୦ ଫୁଟ ଲମ୍ବର ଅହିରାଜ ସାପ ଉଦ୍ଧାର
ମୋହନା ୨୭।୬: ଗଜପତି ଜିଲ୍ଲା ମୋହନାର ଏକ ହୋଟେଲରୁ ୧୦ ଫୁଟ ଲମ୍ବର ଅହିରାଜ ସାପ ଉଦ୍ଧାର କରାଯାଇଛି l ଗୁରୁବାର ସକାଳେ ଏକ ବିରାଟ ଅହିରାଜ ସାପ ହୋଟେଲ ଭିତରେ ଥିବା ଦେଖି ସ୍ଥାନୀୟ ବନ ବିଭାଗକୁ ହୋଟେଲ କର୍ମଚାରୀ ଖବର ଦେଇଥିଲେ l ଏହାପରେ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଅତି ସତର୍କତାର ସହ ଅହିରାଜକୁ ଉଦ୍ଧାର କରିଥିଲେ l ଉଦ୍ଧାର ପରେ ନିକଟସ୍ଥ ଜଙ୍ଗଲରେ ଛାଡି ଦେଇଥିଲେ l ଅହିରାଜ ସାପ ଦେଖିବାକୁ ବିରଳ ଥିବାବେଳେ ଏହାକୁ ଦେଖିବାକୁ ଲୋକଙ୍କ ଭିଡ଼ ଜମିଥିଲା lYou Can Read :ପାଟଣା ରେଞ୍ଜରେ ହାତୀ ଆତଙ୍କ, ଘରଦ୍ୱାର ଭାଙ୍ଗି ଖାଇଗଲେ ଧାନ ଚାଉଳ
ମୋହନା ୨୭।୬: ଗଜପତି ଜିଲ୍ଲା ମୋହନାର ଏକ ହୋଟେଲରୁ ୧୦ ଫୁଟ ଲମ୍ବର ଅହିରାଜ ସାପ ଉଦ୍ଧାର କରାଯାଇଛି l ଗୁରୁବାର ସକାଳେ ଏକ ବିରାଟ ଅହିରାଜ ସାପ ହୋଟେଲ ଭିତରେ ଥିବା ଦେଖି ସ୍ଥାନୀୟ ବନ ବିଭାଗକୁ ହୋଟେଲ କର୍ମଚାରୀ ଖବର ଦେଇଥିଲେ l ଏହାପରେ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଅତି ସତର୍କତାର ସହ ଅହିରାଜକୁ ଉଦ୍ଧାର କରିଥିଲେ l ଉଦ୍ଧାର ପରେ ନିକଟସ୍ଥ ଜଙ୍ଗଲରେ ଛାଡି ଦେଇଥିଲେ l ଅହିରାଜ ସାପ ଦେଖିବାକୁ ବିରଳ ଥିବାବେଳେ ଏହାକୁ ଦେଖିବାକୁ ଲୋକଙ୍କ ଭିଡ଼ ଜମିଥିଲା l
You Can Read :