ହୋଣ୍ଡା କଲେକ୍ସନର ଏକ୍ସକ୍ଲୁସିଭ ରେଞ୍ଜ

ନୂଆଦିଲ୍ଲୀ,୧୫।୨: ହୋଣ୍ଡା କାର୍‌ସ ଇଣ୍ଡିଆ ଲିମିଟେଡ୍‌ (ଏଚ୍‌ସିଆଇଏଲ୍‌)ର ବହୁ ପ୍ରତୀକ୍ଷିତ ତଥା କମ୍ପାନୀର ଅଫିସିଆଲ ମର୍ଚ୍ଚାଣ୍ଡାଇଜ ‘ହୋଣ୍ଡା କଲେକ୍ସନ’କୁ ସର୍ବଭାରତୀୟସ୍ତରରେ ଉନ୍ମୋଚନ କରାଯାଇଛି। ବିଶେଷକରି ଅତ୍ୟାଧୁନିକ ଡିଜାଇନ ଓ ଆକର୍ଷଣୀୟ କଲରରେ ଉକ୍ତ କଲେକ୍ସନ ଯଥା ଟି-ଶାର୍ଟ, ଜାକେଟ ଏବଂ କ୍ୟାପ୍‌ ଭଳି ଉତ୍ପାଦଗୁଡିକ ହୋଣ୍ଡାର ସ୍ବୀକୃତିପ୍ରାପ୍ତ ଡିଲର ପଏଣ୍ଟଗୁଡିକରେ ଉପଲବ୍ଧ। ଏ ସମ୍ପର୍କରେ ଏଚ୍‌ସିଆଇଏଲ୍‌ର ନିର୍ଦ୍ଦେଶକ (ମାର୍କେଟିଂ ଆଣ୍ଡ ସେଲ୍‌ସ) ୟୁଚ୍ଚିଚି ମୁରୁତା କହିଛନ୍ତି, ଆମେ ଆମର ଗ୍ରାହକଙ୍କୁ ଏକ ଆକର୍ଷଣୀୟ ଅନୁଭବ ପ୍ରଦାନ କରିବା […] The post ହୋଣ୍ଡା କଲେକ୍ସନର ଏକ୍ସକ୍ଲୁସିଭ ରେଞ୍ଜ appeared first on Dharitri Odia News.

ହୋଣ୍ଡା କଲେକ୍ସନର ଏକ୍ସକ୍ଲୁସିଭ ରେଞ୍ଜ

ନୂଆଦିଲ୍ଲୀ,୧୫।୨: ହୋଣ୍ଡା କାର୍‌ସ ଇଣ୍ଡିଆ ଲିମିଟେଡ୍‌ (ଏଚ୍‌ସିଆଇଏଲ୍‌)ର ବହୁ ପ୍ରତୀକ୍ଷିତ ତଥା କମ୍ପାନୀର ଅଫିସିଆଲ ମର୍ଚ୍ଚାଣ୍ଡାଇଜ ‘ହୋଣ୍ଡା କଲେକ୍ସନ’କୁ ସର୍ବଭାରତୀୟସ୍ତରରେ ଉନ୍ମୋଚନ କରାଯାଇଛି। ବିଶେଷକରି ଅତ୍ୟାଧୁନିକ ଡିଜାଇନ ଓ ଆକର୍ଷଣୀୟ କଲରରେ ଉକ୍ତ କଲେକ୍ସନ ଯଥା ଟି-ଶାର୍ଟ, ଜାକେଟ ଏବଂ କ୍ୟାପ୍‌ ଭଳି ଉତ୍ପାଦଗୁଡିକ ହୋଣ୍ଡାର ସ୍ବୀକୃତିପ୍ରାପ୍ତ ଡିଲର ପଏଣ୍ଟଗୁଡିକରେ ଉପଲବ୍ଧ। ଏ ସମ୍ପର୍କରେ ଏଚ୍‌ସିଆଇଏଲ୍‌ର ନିର୍ଦ୍ଦେଶକ (ମାର୍କେଟିଂ ଆଣ୍ଡ ସେଲ୍‌ସ) ୟୁଚ୍ଚିଚି ମୁରୁତା କହିଛନ୍ତି, ଆମେ ଆମର ଗ୍ରାହକଙ୍କୁ ଏକ ଆକର୍ଷଣୀୟ ଅନୁଭବ ପ୍ରଦାନ କରିବା ସହ ବ୍ରାଣ୍ଡ୍‌ର ମୂଲ୍ୟକୁ ବୃଦ୍ଧି କରାଇବା ପାଇଁ ଏଭଳି ଏକ ପ୍ରୟାସ ଆରମ୍ଭ କରୁଛି। ଏପରିକି ବ୍ରାଣ୍ଡ୍‌ର ପ୍ରିମିୟମ କଲେକ୍ସନକୁ ଗ୍ରାହକଙ୍କ ଜରିଆରେ ଲୋକାଭିମୁଖୀ କରିବାକୁ ଆଶପ୍ରକାଶ କରିଛୁ।

The post ହୋଣ୍ଡା କଲେକ୍ସନର ଏକ୍ସକ୍ଲୁସିଭ ରେଞ୍ଜ appeared first on Dharitri Odia News.