ହୋଣ୍ଡା କାର୍ସର ନୂତନ ଅଭିଯାନ
ନୂଆଦିଲ୍ଲୀ,୭।୮: ହୋଣ୍ଡା କାର୍ସ ଇଣ୍ଡିଆ ଲିମିଟେଡ୍(ଏଚ୍ସିଆଇଏଲ୍)ର ନୂତନ ଅଭିଯାନ ‘ହୋଣ୍ଡା ଫ୍ରିଡମ ଫେଷ୍ଟ’ ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ଏହା ଏକ ପ୍ରମୋସନାଲ କ୍ୟାମ୍ପେନିଂ ହୋଇଥିଲାବେଳେ ଏହି ଆକର୍ଷଣୀୟ ଅଫରିଂ ସୁବିଧା ନୂତନ ତଥା ପ୍ରିମିୟମ କାର୍ଗୁଡିକ ଉପରେ ପ୍ରଦାନ କରୁଛି। ସେହିଭଳି ଏହି ଅଭିଯାନ ଜରିଆରେ କମ୍ପାନୀ ଗ୍ରାହକଙ୍କୁ ୩ ବର୍ଷର ଏକ୍ସକ୍ଲୁସଭି ମାଗଣା ମେଣ୍ଟେନାନ୍ସ ପ୍ୟାକେଜ, କ୍ୟାଶ୍ ଡିସ୍କାଉଣ୍ଟ, ଲୟାଲିଟ ଏକ୍ସଚେଞ୍ଜ ଏବଂ କର୍ପୋରେଟ୍ ଅଫର ଆଦିର ସୁବିଧା ଯୋଗାଇ ଦିଆଯାଉଛି। ଏ […] The post ହୋଣ୍ଡା କାର୍ସର ନୂତନ ଅଭିଯାନ appeared first on Dharitri Odia News.
ନୂଆଦିଲ୍ଲୀ,୭।୮: ହୋଣ୍ଡା କାର୍ସ ଇଣ୍ଡିଆ ଲିମିଟେଡ୍(ଏଚ୍ସିଆଇଏଲ୍)ର ନୂତନ ଅଭିଯାନ ‘ହୋଣ୍ଡା ଫ୍ରିଡମ ଫେଷ୍ଟ’ ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ଏହା ଏକ ପ୍ରମୋସନାଲ କ୍ୟାମ୍ପେନିଂ ହୋଇଥିଲାବେଳେ ଏହି ଆକର୍ଷଣୀୟ ଅଫରିଂ ସୁବିଧା ନୂତନ ତଥା ପ୍ରିମିୟମ କାର୍ଗୁଡିକ ଉପରେ ପ୍ରଦାନ କରୁଛି। ସେହିଭଳି ଏହି ଅଭିଯାନ ଜରିଆରେ କମ୍ପାନୀ ଗ୍ରାହକଙ୍କୁ ୩ ବର୍ଷର ଏକ୍ସକ୍ଲୁସଭି ମାଗଣା ମେଣ୍ଟେନାନ୍ସ ପ୍ୟାକେଜ, କ୍ୟାଶ୍ ଡିସ୍କାଉଣ୍ଟ, ଲୟାଲିଟ ଏକ୍ସଚେଞ୍ଜ ଏବଂ କର୍ପୋରେଟ୍ ଅଫର ଆଦିର ସୁବିଧା ଯୋଗାଇ ଦିଆଯାଉଛି। ଏ ସମ୍ପର୍କରେ ଏଚ୍ସିଆଇଏଲ୍ର ଉପସଭାପତି (ମାର୍କେଟିଂ ଆଣ୍ଡ ସେଲ୍ସ) କୁନାଲ ବେହେଲ କହିଥିଲେ, ଆମେ ଏହି ନୂତନ ଅଭିଯାନର ଶୁଭାରମ୍ଭକରି ବେଶ୍ ଉତ୍ସାହିତ ଅଛୁ। ଏପରିକି ଏହି ଅଭିଯାନ ଜରିଆରେ ଆମର ପ୍ରିମିୟମ ଗ୍ରାହକ ଅନେକ ପ୍ରକାର ସୁବିଧା ପାଇପାରିବେ। ସେହିଭଳି ଏକ ଆକର୍ଷଣୀୟ ଅଫରିଂ ସୁବିଧା ଓ ୩ ବର୍ଷିଆ ମେଣ୍ଟେନାନ୍ସ ପ୍ୟାକେଜ ମଧ୍ୟ ପ୍ରିମିୟମ ଗ୍ରାହକଙ୍କ ପାଇଁ ଆଣି ଦେଇଛୁ।
The post ହୋଣ୍ଡା କାର୍ସର ନୂତନ ଅଭିଯାନ appeared first on Dharitri Odia News.