ହୋଲି ଖେଳିସାରି ପୋଖରୀରେ ଗାଧୋଇବା ବେଳେ ଅଘଟଣ : ଚାଲିଗଲା ଛାତ୍ରଙ୍କ ଜୀବନ

ସାଲେପୁର ୨୬।୩: ଆଜି ହେଉଛି ରଙ୍ଗର ପର୍ବ ହୋଲି । ଗାଁଠୁ ସହର ସବୁଠି ଚାଲିଛି ରଙ୍ଗ ଖେଳ । ଜଣେ ଜଣଙ୍କ ଦେହରେ ରଙ୍ଗ ବୋଳି ଦିଅନ୍ତି ହୋଲି ଶୁଭେଚ୍ଛା । ଅବିର ଓ ରଙ୍ଗର ତାଳେ ତାଳେ ସଭିଙ୍କ ମନରେ ଖେଳିଯାଇଛି ଆନନ୍ଦ ଉଲ୍ଲାସ । ଏହି ହୋଲି ଖେଳ ହେଲା କାଳ । ସାଲେପୁର ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା ।ସୂଚନାଯୋଗ୍ୟ ଯେ, ସାଲେପୁର ଅଞ୍ଚଳରେ ଜଣେ ଛାତ୍ର ହୋଲି ଖେଳିସାରି ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ଅଘଟଣ ଘଟିଛି । ପୋଖରୀରେ ବୁଡି ଛାତ୍ରଙ୍କ ମୃତ୍ୟୁ ହୋଇଛି । ମୃତ ଛାତ୍ର ଜଣଙ୍କ ଛାଣିପୁର ଗ୍ରାମର ଆଶିଷ କୁମାର ଦାସ । ଆଶିଷ ସାଲେପୁର କଲେଜରେ ଯୁକ୍ତ ଦୁଇର ଶେଷ ବର୍ଷର ଛାତ୍ର ଥିଲେ ।You Can Read :ସୋନପୁରରେ ନିଆରା ହୋଲି ସେଲିବ୍ରେସନ୍‌, ଲାଗିଛି ଲୋକଙ୍କ ଭିଡ 

ହୋଲି ଖେଳିସାରି ପୋଖରୀରେ ଗାଧୋଇବା ବେଳେ ଅଘଟଣ : ଚାଲିଗଲା ଛାତ୍ରଙ୍କ ଜୀବନ

ସାଲେପୁର ୨୬।୩: ଆଜି ହେଉଛି ରଙ୍ଗର ପର୍ବ ହୋଲି । ଗାଁଠୁ ସହର ସବୁଠି ଚାଲିଛି ରଙ୍ଗ ଖେଳ । ଜଣେ ଜଣଙ୍କ ଦେହରେ ରଙ୍ଗ ବୋଳି ଦିଅନ୍ତି ହୋଲି ଶୁଭେଚ୍ଛା । ଅବିର ଓ ରଙ୍ଗର ତାଳେ ତାଳେ ସଭିଙ୍କ ମନରେ ଖେଳିଯାଇଛି ଆନନ୍ଦ ଉଲ୍ଲାସ । ଏହି ହୋଲି ଖେଳ ହେଲା କାଳ । ସାଲେପୁର ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା ।

ସୂଚନାଯୋଗ୍ୟ ଯେ, ସାଲେପୁର ଅଞ୍ଚଳରେ ଜଣେ ଛାତ୍ର ହୋଲି ଖେଳିସାରି ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ଅଘଟଣ ଘଟିଛି । ପୋଖରୀରେ ବୁଡି ଛାତ୍ରଙ୍କ ମୃତ୍ୟୁ ହୋଇଛି । ମୃତ ଛାତ୍ର ଜଣଙ୍କ ଛାଣିପୁର ଗ୍ରାମର ଆଶିଷ କୁମାର ଦାସ । ଆଶିଷ ସାଲେପୁର କଲେଜରେ ଯୁକ୍ତ ଦୁଇର ଶେଷ ବର୍ଷର ଛାତ୍ର ଥିଲେ ।

You Can Read :

ସୋନପୁରରେ ନିଆରା ହୋଲି ସେଲିବ୍ରେସନ୍‌, ଲାଗିଛି ଲୋକଙ୍କ ଭିଡ