Panchang Today 19th November 2024: ଆଜିର ପଞ୍ଚାଙ୍ଗ,ଶୁଭ ସମୟ ଦେଖି ଘରେ କରନ୍ତୁ ଶୁଭ କାର୍ଯ୍ୟ
ସୈାର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୧୯ ତାରିଖ ମଙ୍ଗଳବାର । ଇଂରାଜୀରେ ୧୮ ତାରିଖ ସୋମବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ସୈାର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୧୯ ତାରିଖ ମଙ୍ଗଳବାର । ଚନ୍ଦ୍ର- ମିଥୁନ ଅହୋରାତ୍ର,ତିଥି- ୪ର୍ଥୀ ସନ୍ଧ୍ୟା ୦୫.୨୮ ଗତେ ୫ମୀ,ଘାତଚନ୍ଦ୍ର- କନ୍ୟା ରାଶିର ଅହୋରାତ୍ର,ଘାତବାର- ମକର ରାଶିର,ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ଦିବା ୦୨.୫୬ ଗତେ ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାତ୍ତନଦାନ ।
ଶୁଭ ସମୟ:
ପ୍ରାତଃ-୦୬.୦୧ ରୁ ୦୬.୪୫
ଦିବା- ୦୮.୪୬ ରୁ ୧୧.୦୯
ସନ୍ଧ୍ୟା- ୦୫.୦୨ ରୁ ୦୬.୪୦
ରାତ୍ରି-୦୮.୧୭ ରୁ ୦୮.୩୦
ରାତ୍ରି-୦୯.୨୨ ରୁ ୧୧.୫୮
ରାତ୍ରି-୦୧.୪୨ ରୁ ୦୩.୨୬
ରାତ୍ରି-୦୪.୧୮ ରୁ ୦୬.୦୧
ଅଶୁଭ ସମୟ:
ରାହୁକାଳ- ଦିବା ୦୨.୧୭ ରୁ ୦୩.୩୯
କାଳବେଳା- ଦିବା ୧୨.୫୪ ରୁ ୦୨.୧୭
ବାରବେଳା- ପ୍ରାତଃ ୦୭.୨୪ ରୁ ୦୮.୪୬
କାଳରାତ୍ରି- ସନ୍ଧ୍ୟା ୦୬.୪୦ ରୁ ୦୮.୧୭