ହୋଲି ପାଇଁ ଆଲର୍ଟରେ କମିଶନରେଟ୍ ପୋଲିସ, ୩୧ ସ୍ଥାନରେ ଅମାନିଆକୁ ଜଗିବ ପୋଲିସ

ଭୁବନେଶ୍ୱର ୨୪/୦୩: ହୋଲି ପାଇଁ କମିଶନରେଟ୍ ପୋଲିସର ସ୍ୱତନ୍ତ୍ର ଗାଇଡଲାଇନ୍ । ହୋଲିରେ ସାବାଡ ହେବେ ଅମାନିଆ । ହୋଟେଲରେ ହୋଲି ପାର୍ଟି ଉପରେ ରହିବ କମିସନରେଟ ପୋଲିସର ତୀକ୍ଷଣ ନଜର । ରାଜଧାନୀରେ ହୋଲି ସୁରକ୍ଷାକୁ ନେଇ କଡାକଡି କଲା କମିଶନରେଟ୍ ପୋଲିସ ।  ଅମାନିଆଙ୍କୁ ସାବାଡ କରାଯିବ । ଅପମିଶ୍ରଣ ହୋଇଥିବା କେମିକାଲ ରଙ୍ଗ ବ୍ୟବହାର କଲେ ନିଆଯିବ ଆକ୍ସନ । ରାସ୍ତାରେ ପାଟୋଲିଂ ବଢ଼ାଯିବ । କେମିକାଲ ରଙ୍ଗ ବିକ୍ରି କରୁଥିବା ଦୋକାନ ଉପରେ ଚଢାଉ ହେବ । ଡିଏସପି ରାଙ୍କର ଅଧିକାରୀ ନେତୃତରେ ଟିମ୍ ଗଠନ ହୋଇଚି । ୧୫ ପ୍ଲାଟୁନ ପୋଲିସ୍ ଫୋର୍ସ ମୁତୟନ ହେବେ । ଲିଙ୍ଗରାଜ ବିନ୍ଦୁସାଗର ଦୟା ନଦୀ ଗୁଡ଼ିକରେ ଓଡ୍ରଫ ଟିମ୍ ମୁତୟନ ହେବେ । ହୋଲି ରଙ୍ଗରେ  ଗାଧୋଇବାକୁ ଯାଉଥିବା ଲୋକଙ୍କ ପାଇଁ ଲାଗିବ ସର୍ତକ ସୂଚନା ଫଳକ ଲାଗିବ । ବିଭିନ୍ନ ସ୍ଥାନରେ ହେଉଥିବା ଇଭେଣ୍ଟ ଗୁଡ଼ିକରେ ନଜର ରଖିବ ପୋଲିସ୍ । ହୋଲିରେ ଯୁବତୀ ମାନଙ୍କୁ କମେଣ୍ଟ କିମ୍ବା ଅସଦାଚରଣ ଘଟଣାକୁ ରୋକିବା ପାଇଁ ଟିମ୍ ଗଠନ ହୋଇଚି । ଯଦି କୌଣସି କମେଣ୍ଟ ମାରା ଘଟଣା ଆସୁଛି ତେବେ ତୁରନ୍ତ ପୋଲିସ୍ ଙ୍କୁ ଜଣାଇବାକୁ ଡିସିପି କହିଛନ୍ତି । ବିଭିନ୍ନ ହୋଟେଲରେ ହୋଲି ପାର୍ଟି କରିବାକୁ ହେଲେ ଅନୁମତି ନିତ୍ୟାନ୍ତ ଆବଶ୍ୟକ ସେଥିପାଇଁ ପୋଲିସଙ୍କ ଠାରୁ ଅନୁମତି ନେବାକୁ ପଡ଼ିବ । ହୋଲି ପୂର୍ବରୁ ଗଞ୍ଜେଇ , ବ୍ରାଉନସୁଗର ବିକ୍ରି ସ୍ଥାନ ଗୁଡିକରେ ରେଡ୍ ଜୋରଦାର ହେଉଛି ।  

ହୋଲି ପାଇଁ ଆଲର୍ଟରେ କମିଶନରେଟ୍ ପୋଲିସ, ୩୧ ସ୍ଥାନରେ ଅମାନିଆକୁ ଜଗିବ ପୋଲିସ

ଭୁବନେଶ୍ୱର ୨୪/୦୩: ହୋଲି ପାଇଁ କମିଶନରେଟ୍ ପୋଲିସର ସ୍ୱତନ୍ତ୍ର ଗାଇଡଲାଇନ୍ । ହୋଲିରେ ସାବାଡ ହେବେ ଅମାନିଆ । ହୋଟେଲରେ ହୋଲି ପାର୍ଟି ଉପରେ ରହିବ କମିସନରେଟ ପୋଲିସର ତୀକ୍ଷଣ ନଜର । ରାଜଧାନୀରେ ହୋଲି ସୁରକ୍ଷାକୁ ନେଇ କଡାକଡି କଲା କମିଶନରେଟ୍ ପୋଲିସ ।  


ଅମାନିଆଙ୍କୁ ସାବାଡ କରାଯିବ । ଅପମିଶ୍ରଣ ହୋଇଥିବା କେମିକାଲ ରଙ୍ଗ ବ୍ୟବହାର କଲେ ନିଆଯିବ ଆକ୍ସନ । ରାସ୍ତାରେ ପାଟୋଲିଂ ବଢ଼ାଯିବ । କେମିକାଲ ରଙ୍ଗ ବିକ୍ରି କରୁଥିବା ଦୋକାନ ଉପରେ ଚଢାଉ ହେବ । ଡିଏସପି ରାଙ୍କର ଅଧିକାରୀ ନେତୃତରେ ଟିମ୍ ଗଠନ ହୋଇଚି । ୧୫ ପ୍ଲାଟୁନ ପୋଲିସ୍ ଫୋର୍ସ ମୁତୟନ ହେବେ । 


ଲିଙ୍ଗରାଜ ବିନ୍ଦୁସାଗର ଦୟା ନଦୀ ଗୁଡ଼ିକରେ ଓଡ୍ରଫ ଟିମ୍ ମୁତୟନ ହେବେ । ହୋଲି ରଙ୍ଗରେ  ଗାଧୋଇବାକୁ ଯାଉଥିବା ଲୋକଙ୍କ ପାଇଁ ଲାଗିବ ସର୍ତକ ସୂଚନା ଫଳକ ଲାଗିବ । ବିଭିନ୍ନ ସ୍ଥାନରେ ହେଉଥିବା ଇଭେଣ୍ଟ ଗୁଡ଼ିକରେ ନଜର ରଖିବ ପୋଲିସ୍ । ହୋଲିରେ ଯୁବତୀ ମାନଙ୍କୁ କମେଣ୍ଟ କିମ୍ବା ଅସଦାଚରଣ ଘଟଣାକୁ ରୋକିବା ପାଇଁ ଟିମ୍ ଗଠନ ହୋଇଚି । 


ଯଦି କୌଣସି କମେଣ୍ଟ ମାରା ଘଟଣା ଆସୁଛି ତେବେ ତୁରନ୍ତ ପୋଲିସ୍ ଙ୍କୁ ଜଣାଇବାକୁ ଡିସିପି କହିଛନ୍ତି । ବିଭିନ୍ନ ହୋଟେଲରେ ହୋଲି ପାର୍ଟି କରିବାକୁ ହେଲେ ଅନୁମତି ନିତ୍ୟାନ୍ତ ଆବଶ୍ୟକ ସେଥିପାଇଁ ପୋଲିସଙ୍କ ଠାରୁ ଅନୁମତି ନେବାକୁ ପଡ଼ିବ । ହୋଲି ପୂର୍ବରୁ ଗଞ୍ଜେଇ , ବ୍ରାଉନସୁଗର ବିକ୍ରି ସ୍ଥାନ ଗୁଡିକରେ ରେଡ୍ ଜୋରଦାର ହେଉଛି ।