ହୋଲି ପାଳନର ନିର୍ଦ୍ଧାରିତ ସମୟ ସରିବା ପରେ ପୋଲିସ ନେଲା ଆକ୍ସନ, ସିଜ କଲା ଡିଜେ ମେସିନ

ଭୁବନେଶ୍ୱର : ନିର୍ଦ୍ଧାରିତ ସମୟ ସରିବା ପରେ ପୋଲିସ ନେଲା ଆକ୍ସନ । ରମାଦେବୀ କଲେଜ ଛକରେ ସିଜ କଲା ଡିଜେ ମେସିନ । ରାଜଧାନୀରେ ନିର୍ଦ୍ଧାରତି ସମୟ ଦିନ ୨ଟା ଯାଏ ହୋଲି ଉତ୍ସବ ପାଳନ ନେଇ ପୋଲିସ ଆଗରୁ ସୂଚନା ଦେଇଥିଲା । ହେଲେ ରମାଦେବୀ ମହିଳା ମହାବିଦ୍ୟାଳୟ ଆଗରେ ଦିନ ୨ଟା ପରେ ମଧ୍ୟ ତାଲୁଥିଲା ହୋଲି ପାର୍ଟି । ଏକାଠି ହୋଇ ଶତାଧିକ ଯୁବକ-ଯୁବତୀ କରୁଥିଲେ ଡ୍ୟାନସ ପାର୍ଟି। ରେକର୍ଡ ଗୀତ […] The post ହୋଲି ପାଳନର ନିର୍ଦ୍ଧାରିତ ସମୟ ସରିବା ପରେ ପୋଲିସ ନେଲା ଆକ୍ସନ, ସିଜ କଲା ଡିଜେ ମେସିନ appeared first on KNews Odisha.

ହୋଲି ପାଳନର ନିର୍ଦ୍ଧାରିତ ସମୟ ସରିବା ପରେ ପୋଲିସ ନେଲା ଆକ୍ସନ, ସିଜ କଲା ଡିଜେ ମେସିନ
police

ଭୁବନେଶ୍ୱର : ନିର୍ଦ୍ଧାରିତ ସମୟ ସରିବା ପରେ ପୋଲିସ ନେଲା ଆକ୍ସନ । ରମାଦେବୀ କଲେଜ ଛକରେ ସିଜ କଲା ଡିଜେ ମେସିନ । ରାଜଧାନୀରେ ନିର୍ଦ୍ଧାରତି ସମୟ ଦିନ ୨ଟା ଯାଏ ହୋଲି ଉତ୍ସବ ପାଳନ ନେଇ ପୋଲିସ ଆଗରୁ ସୂଚନା ଦେଇଥିଲା । ହେଲେ ରମାଦେବୀ ମହିଳା ମହାବିଦ୍ୟାଳୟ ଆଗରେ ଦିନ ୨ଟା ପରେ ମଧ୍ୟ ତାଲୁଥିଲା ହୋଲି ପାର୍ଟି ।

ଏକାଠି ହୋଇ ଶତାଧିକ ଯୁବକ-ଯୁବତୀ କରୁଥିଲେ ଡ୍ୟାନସ ପାର୍ଟି। ରେକର୍ଡ ଗୀତ ଲଗାଇ ଉଚ୍ଚ ସ୍ୱରରେ ଏକାଠି ହୋଇ ନାଚୁଥିଲେ । ଏତିକି ବେଳେ ପହଞ୍ଚିଲା ସହିଦନଗର ଥାନା  ପୋଲିସ । ପ୍ରଥମେ ତାଗିଦ କରିଥିଲା । ହେଲେ ବନ୍ଦ ହୋଇ ନଥିଲା ନାଚ-ଗୀତ । ଫଳରେ ପୋଲିସ ଡିଜେ ମେସିନ ସିଜ କରିବାରୁ ହୋଲି ସେଲିବ୍ରେସନ ବନ୍ଦ ହୋଇଥିଲା । ସିଜ କରିଥିଲା ମେସିନ ।

The post ହୋଲି ପାଳନର ନିର୍ଦ୍ଧାରିତ ସମୟ ସରିବା ପରେ ପୋଲିସ ନେଲା ଆକ୍ସନ, ସିଜ କଲା ଡିଜେ ମେସିନ appeared first on KNews Odisha.