ହ୍ୟାଟ୍ରିକ୍‌ରୁ ଅଳ୍ପକେ ବର୍ତ୍ତିଲେ ମନୁ ଭାକର, ୨୫ ମିଟର ପିସ୍ତଲରେ ଚତୁର୍ଥ ସ୍ଥାନରେ ରହିଲେ

ନୂଆଦିଲ୍ଲୀ ୦୩/୦୮: ହ୍ୟାଟ୍ରିକ୍‌ରୁ ଅଳ୍ପକେ ବର୍ତ୍ତିଲେ ମନୁ ଭାକର । ୨୫ ମିଟର ପିସ୍ତଲରେ ଚତୁର୍ଥ ସ୍ଥାନରେ ରହିଲେ । ମଉଳିଗଲା ସୁନା ପଦକ ଆଶା । ପଦକ ଜିତିବାକୁ ମାତ୍ର ପାଦେ ପାଦେରେ ବଞ୍ଚିଯାଇଛନ୍ତି । ସେ ୨୫ ମିଟର ପିସ୍ତଲ ଫାଇନାଲରେ ଚତୁର୍ଥ ସ୍ଥାନ ଅଧିକାର କରି ତାଙ୍କର ଯାତ୍ରା ଶେଷ କରିଥିଲେ । Paris Olympics: Manu Bhaker suffers heartbreak, finishes fourth in 25m pistol eventRead @ANI Story | https://t.co/75F2HRXQKp#ParisOlympics #ManuBhaker #Shooting pic.twitter.com/smw8q1VFr9— ANI Digital (@ani_digital) August 3, 2024ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ତାଙ୍କର ପ୍ରଦର୍ଶନ ପ୍ରଶଂସନୀୟ ଥିଲା । ସେ ଏହି ମ୍ୟାଚ୍ ପୂର୍ବରୁ ଦେଶ ପାଇଁ ୨ ପଦକ ପାଇବାରେ ସଫଳ ହୋଇଥିଲେ । ଯେଉଁଥିପାଇଁ ସମଗ୍ର ଦେଶ ତାଙ୍କ ପାଇଁ ଗର୍ବିତ ଥିଲା । ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ରେ ଭାରତ ଏପର୍ଯ୍ୟନ୍ତ ମୋଟ ୩ ପଦକ ଜିତିଛି । ଏହି ତିନୋଟି ପଦକ ସୁଟରମାନେ ବ୍ରୋଞ୍ଜ ଆକାରରେ ଜିତିଛନ୍ତି । ଟୁର୍ଣ୍ଣାମେଣ୍ଟର ୭ ଦିନ ପରେ ମଧ୍ୟ ଭାରତ ଏହାର ପ୍ରଥମ ସ୍ୱର୍ଣ୍ଣ ପଦକ ଆବଶ୍ୟକ କରୁଥିଲା । ହେଲେ ସେ ସ୍ୱପ୍ନ ଏବେ ଭାଙ୍ଗିଯାଇଛି ।  

ହ୍ୟାଟ୍ରିକ୍‌ରୁ ଅଳ୍ପକେ ବର୍ତ୍ତିଲେ ମନୁ ଭାକର, ୨୫ ମିଟର ପିସ୍ତଲରେ ଚତୁର୍ଥ ସ୍ଥାନରେ ରହିଲେ

ନୂଆଦିଲ୍ଲୀ ୦୩/୦୮: ହ୍ୟାଟ୍ରିକ୍‌ରୁ ଅଳ୍ପକେ ବର୍ତ୍ତିଲେ ମନୁ ଭାକର । ୨୫ ମିଟର ପିସ୍ତଲରେ ଚତୁର୍ଥ ସ୍ଥାନରେ ରହିଲେ । ମଉଳିଗଲା ସୁନା ପଦକ ଆଶା । ପଦକ ଜିତିବାକୁ ମାତ୍ର ପାଦେ ପାଦେରେ ବଞ୍ଚିଯାଇଛନ୍ତି । ସେ ୨୫ ମିଟର ପିସ୍ତଲ ଫାଇନାଲରେ ଚତୁର୍ଥ ସ୍ଥାନ ଅଧିକାର କରି ତାଙ୍କର ଯାତ୍ରା ଶେଷ କରିଥିଲେ । 

ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ତାଙ୍କର ପ୍ରଦର୍ଶନ ପ୍ରଶଂସନୀୟ ଥିଲା । ସେ ଏହି ମ୍ୟାଚ୍ ପୂର୍ବରୁ ଦେଶ ପାଇଁ ୨ ପଦକ ପାଇବାରେ ସଫଳ ହୋଇଥିଲେ । ଯେଉଁଥିପାଇଁ ସମଗ୍ର ଦେଶ ତାଙ୍କ ପାଇଁ ଗର୍ବିତ ଥିଲା । ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ରେ ଭାରତ ଏପର୍ଯ୍ୟନ୍ତ ମୋଟ ୩ ପଦକ ଜିତିଛି । ଏହି ତିନୋଟି ପଦକ ସୁଟରମାନେ ବ୍ରୋଞ୍ଜ ଆକାରରେ ଜିତିଛନ୍ତି । ଟୁର୍ଣ୍ଣାମେଣ୍ଟର ୭ ଦିନ ପରେ ମଧ୍ୟ ଭାରତ ଏହାର ପ୍ରଥମ ସ୍ୱର୍ଣ୍ଣ ପଦକ ଆବଶ୍ୟକ କରୁଥିଲା । ହେଲେ ସେ ସ୍ୱପ୍ନ ଏବେ ଭାଙ୍ଗିଯାଇଛି ।