ଢ଼େଲା ଧରି ପୋଲିସକୁ ଗୋଡ଼ାଇଲେ; ନିସ୍ତୁକ ପିଟିଲେ, ପିସିଆର ଭ୍ୟାନ ଭାଙ୍ଗିଲେ

ଢ଼େଲା ଧରି ପୋଲିସକୁ ଗୋଡ଼ାଇଲେ । ନିସ୍ତୁକ ପିଟିବା ସହ ପିସିଆର ଭ୍ୟାନ ଭାଙ୍ଗିଲେ । ଇଟା ମାଡ଼ କରି ମହିଳା ପୋଲିସଙ୍କୁ ଆହତ କଲେ । ରାତି ଅଧରେ ରାଜଧାନୀର ରାଜରାସ୍ତାରେ ହେଉଥିଲା ଏହି ହାଇଡ୍ରାମା । 

ଢ଼େଲା ଧରି ପୋଲିସକୁ ଗୋଡ଼ାଇଲେ; ନିସ୍ତୁକ ପିଟିଲେ, ପିସିଆର ଭ୍ୟାନ ଭାଙ୍ଗିଲେ
Array