ୟୁକ୍ରେନ-ଋଷ ଯୁଦ୍ଧ ମଧ୍ୟରେ ଉତ୍ତରକୋରିଆର ଏଣ୍ଟ୍ରି । ୧୦ ହଜାର ସୈନିକଙ୍କ ସହ ମସ୍କୋରେ ପହଂଚିଲେ କିମ୍ ଜଙ୍ଗ ଓନ
କନକ ବ୍ୟୁରୋ : ଦୀର୍ଘ ୨ବର୍ଷ ହେବ ଜାରି ରହିଛି ରୁଷ ଓ ୟୁକ୍ରେନ ଭିତରେ ଯୁଦ୍ଧ । ଏହାରି ଭିତରେ ନାଟୋର ଦାବି ଚିନ୍ତା ବଢ଼ାଇଛି । ଉଭୟ ନାଟୋ ଓ ୟୁକ୍ରେନ କହିଛନ୍ତି ଯେ ରୁଷକୁ ସାହାଯ୍ୟ କରୁଛି ଉତ୍ତରକୋରିଆ । ମସ୍କୋରେ ପହଁଚିଲେଣି ୧୦ହଜାରରୁ ଅଧିକ ସୈନ୍ୟ । ଏମାନଙ୍କୁ ତାଲିମ ଦିଆଯାଉଛି । କିମ ଜଙ୍ଗ ଉନଙ୍କ ନିର୍ଦ୍ଦେଶକ୍ରମେ ରୁଷରେ ପଂହଚିଛନ୍ତି ଏବଂ ଅନେକ ସୈନ୍ୟ ମଧ୍ୟ ଯୁଦ୍ଧ କ୍ଷେତ୍ରରେ ପଂହଚିସାରଛନ୍ତି । ନାଟୋ କହିଛି ଯୁଦ୍ଧରେ ରୁଷକୁ ସହାୟତ ପାଇଁ ଉତର କୋରିଆର ସୈନ୍ୟ ମାନଙ୍କୁ ଯୁଦ୍ଧ କ୍ଷେତ୍ରକୁ ପଠାଯାଇଛି । ନାଟୋ ସେକ୍ରେଟେରୀ ଜେନେରାଲ ମାର୍କ ରୁର୍ଟେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ରୁଷରେ ଉତ୍ତର କୋରିଆ ସେନାରୁଷ-ୟୁକ୍ରେନ ଯୁଦ୍ଧରେ ଉତ୍ତରକୋରିଆର ଏଂଟ୍ରି ନାଟୋ ଓ ୟୁକ୍ରେନ ରାଷ୍ଟ୍ରପତିଙ୍କ ଦାବିରୁଷକୁ ଉତ୍ତରକୋରିଆ ବଡ ସାମରିକ ସାହାଯ୍ୟ୧୦ହଜାର ଉତ୍ତର କୋରିଆ ସୈନ୍ୟ ମସ୍କୋରେ ପହଁଚିଛନ୍ତିୟୁକ୍ରେନ ବିରୋଧରେ ଲଢ଼ିବେ ଉତ୍ତରକୋରିଆ ସେନାମସ୍କୋରେ ତାଲିମ ଜାରିଯୁଦ୍ଧ ମଇଦାନକୁ ଓହ୍ଲାଉଛନ୍ତି କିମଜଙ୍ଗ ଉନଙ୍କ ସେନାଜୁନରେ ଉତ୍ତରକୋରିଆଗସ୍ତ କରିଥିଲେ ପୁଟିନ୨୪ବର୍ଷ ପରେ ଗ୍ରସ୍ତ କରିଥିଲେ

କନକ ବ୍ୟୁରୋ : ଦୀର୍ଘ ୨ବର୍ଷ ହେବ ଜାରି ରହିଛି ରୁଷ ଓ ୟୁକ୍ରେନ ଭିତରେ ଯୁଦ୍ଧ । ଏହାରି ଭିତରେ ନାଟୋର ଦାବି ଚିନ୍ତା ବଢ଼ାଇଛି । ଉଭୟ ନାଟୋ ଓ ୟୁକ୍ରେନ କହିଛନ୍ତି ଯେ ରୁଷକୁ ସାହାଯ୍ୟ କରୁଛି ଉତ୍ତରକୋରିଆ । ମସ୍କୋରେ ପହଁଚିଲେଣି ୧୦ହଜାରରୁ ଅଧିକ ସୈନ୍ୟ । ଏମାନଙ୍କୁ ତାଲିମ ଦିଆଯାଉଛି । କିମ ଜଙ୍ଗ ଉନଙ୍କ ନିର୍ଦ୍ଦେଶକ୍ରମେ ରୁଷରେ ପଂହଚିଛନ୍ତି ଏବଂ ଅନେକ ସୈନ୍ୟ ମଧ୍ୟ ଯୁଦ୍ଧ କ୍ଷେତ୍ରରେ ପଂହଚିସାରଛନ୍ତି । ନାଟୋ କହିଛି ଯୁଦ୍ଧରେ ରୁଷକୁ ସହାୟତ ପାଇଁ ଉତର କୋରିଆର ସୈନ୍ୟ ମାନଙ୍କୁ ଯୁଦ୍ଧ କ୍ଷେତ୍ରକୁ ପଠାଯାଇଛି । ନାଟୋ ସେକ୍ରେଟେରୀ ଜେନେରାଲ ମାର୍କ ରୁର୍ଟେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି
- ରୁଷରେ ଉତ୍ତର କୋରିଆ ସେନା
ରୁଷ-ୟୁକ୍ରେନ ଯୁଦ୍ଧରେ ଉତ୍ତରକୋରିଆର ଏଂଟ୍ରି
ନାଟୋ ଓ ୟୁକ୍ରେନ ରାଷ୍ଟ୍ରପତିଙ୍କ ଦାବି
ରୁଷକୁ ଉତ୍ତରକୋରିଆ ବଡ ସାମରିକ ସାହାଯ୍ୟ
୧୦ହଜାର ଉତ୍ତର କୋରିଆ ସୈନ୍ୟ ମସ୍କୋରେ ପହଁଚିଛନ୍ତି
ୟୁକ୍ରେନ ବିରୋଧରେ ଲଢ଼ିବେ ଉତ୍ତରକୋରିଆ ସେନା
ମସ୍କୋରେ ତାଲିମ ଜାରି
ଯୁଦ୍ଧ ମଇଦାନକୁ ଓହ୍ଲାଉଛନ୍ତି କିମଜଙ୍ଗ ଉନଙ୍କ ସେନା
ଜୁନରେ ଉତ୍ତରକୋରିଆଗସ୍ତ କରିଥିଲେ ପୁଟିନ
୨୪ବର୍ଷ ପରେ ଗ୍ରସ୍ତ କରିଥିଲେ