ୟୁକ୍ରେନ ଯୁଦ୍ଧରେ ଡ୍ରୋନ୍ ଉଡ଼ାଇବ AI, ଋଷକୁ ଧ୍ୱଂସ କରିବାକୁ ଜେଲେନସ୍କିଙ୍କ ବ୍ଲୁ-ପ୍ରିଣ୍ଟ୍
ନୂଆଦିଲ୍ଲୀ: ୨ବର୍ଷରୁ ଅଧିକ ସମୟ ଧରି ଚାଲୁଥିବା ୟୁକ୍ରେନ-ଋଷ ଯୁଦ୍ଧର ଅନ୍ତ ହେବ କେବେ, ତାହାକୁ ନେଇ ଏବେ ନେଇ ଆଶଙ୍କା ଓ ଦ୍ୱନ୍ଦ୍ୱରେ ବିଶ୍ୱନେତା। ଯୁଦ୍ଧର ଭୟବହତାକୁ ଏବେ ସାମନା କରୁଛନ୍ତି ୟୁକ୍ରେନବାସୀ। ହେଲେ ପଛଘୁଞ୍ଚା ଦେବାକୁ ନାରାଜ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି। ଏବେ ଋଷକୁ ସେନାକୁ ଦୃଢ ଜବାବ ଦେବାକୁ ଏଆଇ ଅସ୍ତ୍ରର ବ୍ୟବହାର କରିଛି ୟୁକ୍ରେନ। ଏଆଇ ଡ୍ରୋନ ଦ୍ୱାରା ସିଗନାଲ ବନ୍ଦ ହେଉଥିବା ସମସ୍ୟାର ସମାଧାନ ହୋଇପାରିବ।ଏନେଇ ୟୁକ୍ରେନ କହିଛି- AI ସାହାଯ୍ୟରେ, ଆମେ ଏକ ସିଷ୍ଟମ ବିକାଶ କରୁଛୁ ଯାହା ଏକାସାଙ୍ଗରେ ଅଧିକରୁ ଅଧିକ ଡ୍ରୋନ୍ ଉଡ଼ିବାରେ ସାହାଯ୍ୟ କରିବ। ଏହି ଯୁଦ୍ଧରେ ଉଭୟ ଟେକ୍ନୋଲୋଜିରେ ଆଗେଇବାକୁ ଉଭୟ ଦେଶ ଏକ ଦୌଡ଼ରେ ଅଛନ୍ତି। AI- ଡ୍ରୋନ୍ ବ୍ୟବହାର ଦ୍ୱାରା ଋଷଦେଖାଦେଉଥିବା ସିଗନାଲ ସମସ୍ୟା ଦୂର ହେବ ବୋଲି ଆଶା ରଖିଛି ୟୁକ୍ରେନ। ଏହା ବ୍ୟତୀତ UAV ଅର୍ଥାତ୍ ମାନବବିହୀନ ବିମାନ ଚଳାଇବାରେ ମଧ୍ୟ ସାହାଯ୍ୟ କରିବ।ଅନେକ ଦିଗ ପାଇଁ ୟୁକ୍ରେନରେ AI ଡ୍ରୋନର ବିକଶିତ କରାଯାଉଛି। ଏହି ହାଇଟେକ୍ନୋଲୋଜି ଡ୍ରୋନଗୁଡ଼ିକୁ ଟାର୍ଗେଟ ଚିହ୍ନଟ କରିବା ଏବଂ ସେମାନଙ୍କ ନିକଟରେ ପହଞ୍ଚିବାକୁ ଅନୁମତି ଦିଏ। ଏହି ସାହାଯ୍ୟରେ ଡ୍ରୋନ୍ ନେଟୱାର୍କ କେବଳ ଗୋଟିଏ ନିର୍ଦ୍ଦେଶ ସହିତ ପରିଚାଳିତ ହୋଇପାରିବ।
ନୂଆଦିଲ୍ଲୀ: ୨ବର୍ଷରୁ ଅଧିକ ସମୟ ଧରି ଚାଲୁଥିବା ୟୁକ୍ରେନ-ଋଷ ଯୁଦ୍ଧର ଅନ୍ତ ହେବ କେବେ, ତାହାକୁ ନେଇ ଏବେ ନେଇ ଆଶଙ୍କା ଓ ଦ୍ୱନ୍ଦ୍ୱରେ ବିଶ୍ୱନେତା। ଯୁଦ୍ଧର ଭୟବହତାକୁ ଏବେ ସାମନା କରୁଛନ୍ତି ୟୁକ୍ରେନବାସୀ। ହେଲେ ପଛଘୁଞ୍ଚା ଦେବାକୁ ନାରାଜ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି। ଏବେ ଋଷକୁ ସେନାକୁ ଦୃଢ ଜବାବ ଦେବାକୁ ଏଆଇ ଅସ୍ତ୍ରର ବ୍ୟବହାର କରିଛି ୟୁକ୍ରେନ। ଏଆଇ ଡ୍ରୋନ ଦ୍ୱାରା ସିଗନାଲ ବନ୍ଦ ହେଉଥିବା ସମସ୍ୟାର ସମାଧାନ ହୋଇପାରିବ।
ଏନେଇ ୟୁକ୍ରେନ କହିଛି- AI ସାହାଯ୍ୟରେ, ଆମେ ଏକ ସିଷ୍ଟମ ବିକାଶ କରୁଛୁ ଯାହା ଏକାସାଙ୍ଗରେ ଅଧିକରୁ ଅଧିକ ଡ୍ରୋନ୍ ଉଡ଼ିବାରେ ସାହାଯ୍ୟ କରିବ। ଏହି ଯୁଦ୍ଧରେ ଉଭୟ ଟେକ୍ନୋଲୋଜିରେ ଆଗେଇବାକୁ ଉଭୟ ଦେଶ ଏକ ଦୌଡ଼ରେ ଅଛନ୍ତି। AI- ଡ୍ରୋନ୍ ବ୍ୟବହାର ଦ୍ୱାରା ଋଷଦେଖାଦେଉଥିବା ସିଗନାଲ ସମସ୍ୟା ଦୂର ହେବ ବୋଲି ଆଶା ରଖିଛି ୟୁକ୍ରେନ। ଏହା ବ୍ୟତୀତ UAV ଅର୍ଥାତ୍ ମାନବବିହୀନ ବିମାନ ଚଳାଇବାରେ ମଧ୍ୟ ସାହାଯ୍ୟ କରିବ।
ଅନେକ ଦିଗ ପାଇଁ ୟୁକ୍ରେନରେ AI ଡ୍ରୋନର ବିକଶିତ କରାଯାଉଛି। ଏହି ହାଇଟେକ୍ନୋଲୋଜି ଡ୍ରୋନଗୁଡ଼ିକୁ ଟାର୍ଗେଟ ଚିହ୍ନଟ କରିବା ଏବଂ ସେମାନଙ୍କ ନିକଟରେ ପହଞ୍ଚିବାକୁ ଅନୁମତି ଦିଏ। ଏହି ସାହାଯ୍ୟରେ ଡ୍ରୋନ୍ ନେଟୱାର୍କ କେବଳ ଗୋଟିଏ ନିର୍ଦ୍ଦେଶ ସହିତ ପରିଚାଳିତ ହୋଇପାରିବ।