ୟୁନିଟ୍ ୮ OMC କଲୋନୀରେ ବଡ ଅଘଟଣ, କୋଠା ନିର୍ମାଣରେ କ୍ରେନ ଭାଙ୍ଗି ଶ୍ରମିକ ଆହତ

ଭୁବନେଶ୍ବର ୧୧/୯:ୟୁନିଟ୍‌ ୮ ସ୍ଥିତ OMC କଲୋନୀ ପରିସରରେ ଅଘଟଣ । ଆବାସିକ କୋଠା ନିର୍ମାଣ ବେଳେ ଭାଙ୍ଗିଗଲା କ୍ରେନ । କୋଠା ନିର୍ମାଣରେ ନିୟୋଜିତ ଶ୍ରମିକ ଆହତ ହୋଇଥିବା ସୂଚନା ମିଳିଛି । 