୧୦ ବର୍ଷ ପରେ କଂଗ୍ରେସକୁ ଫେରିଲେ ବିରେନ୍ଦ୍ର ସିଂ

ନୂଆଦିଲ୍ଲୀ,୯।୪: ହରିଆଣାର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିରେନ୍ଦ୍ର ସିଂ ଭାଜପାରୁ ଇସ୍ତଫା ଦେବା ପରେ ପୁଣି କଂଗ୍ରେସକୁ ଫେରିଛନ୍ତି । ତାଙ୍କ ସହ ତାଙ୍କ ପତ୍ନୀ ପ୍ରେମଲତା ମଧ୍ୟ ମଙ୍ଗଳବାର କଂଗ୍ରେସରେ ଯୋଗ ଦେଇଛନ୍ତି । ମାସେ ପୂର୍ବରୁ ତାଙ୍କ ପୁଅ ବ୍ରିଜେନ୍ଦ୍ର ସିଂ ଲୋକ ସଭା ଏବଂ ଭାଜପାରୁ ଇସ୍ତଫା ଦେଇ କଂଗ୍ରେସରେ ସାମିଲ ହୋଇଥିଲେ। ସୋମବାର ବୀରେନ୍ଦ୍ର ଭାଜପାର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। ସେ ତାଙ୍କ ଇସ୍ତଫାପତ୍ର ଦଳ […] The post ୧୦ ବର୍ଷ ପରେ କଂଗ୍ରେସକୁ ଫେରିଲେ ବିରେନ୍ଦ୍ର ସିଂ appeared first on Dharitri Odia News.

୧୦ ବର୍ଷ ପରେ କଂଗ୍ରେସକୁ ଫେରିଲେ ବିରେନ୍ଦ୍ର ସିଂ

ନୂଆଦିଲ୍ଲୀ,୯।୪: ହରିଆଣାର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିରେନ୍ଦ୍ର ସିଂ ଭାଜପାରୁ ଇସ୍ତଫା ଦେବା ପରେ ପୁଣି କଂଗ୍ରେସକୁ ଫେରିଛନ୍ତି । ତାଙ୍କ ସହ ତାଙ୍କ ପତ୍ନୀ ପ୍ରେମଲତା ମଧ୍ୟ ମଙ୍ଗଳବାର କଂଗ୍ରେସରେ ଯୋଗ ଦେଇଛନ୍ତି ।

ମାସେ ପୂର୍ବରୁ ତାଙ୍କ ପୁଅ ବ୍ରିଜେନ୍ଦ୍ର ସିଂ ଲୋକ ସଭା ଏବଂ ଭାଜପାରୁ ଇସ୍ତଫା ଦେଇ କଂଗ୍ରେସରେ ସାମିଲ ହୋଇଥିଲେ। ସୋମବାର ବୀରେନ୍ଦ୍ର ଭାଜପାର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। ସେ ତାଙ୍କ ଇସ୍ତଫାପତ୍ର ଦଳ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ ପାଖକୁ ପଠାଇଥିଲେ।

 

The post ୧୦ ବର୍ଷ ପରେ କଂଗ୍ରେସକୁ ଫେରିଲେ ବିରେନ୍ଦ୍ର ସିଂ appeared first on Dharitri Odia News.