'୧୦ ହଜାର ବମ୍ ଉପରେ ଛିଡ଼ା ହୋଇଛି ବିଜେଡି'

'୧୦ ହଜାର ବମ୍‌ ଉପରେ ବିଜୁ ଜନତା ଦଳ ଠିଆ ହୋଇଛି। ସେ କେତେବେଳେ ଫୁଟିବ।'

'୧୦ ହଜାର ବମ୍ ଉପରେ ଛିଡ଼ା ହୋଇଛି ବିଜେଡି'

ଆସନ୍ତା ନିର୍ବାଚନରେ ବିଜେଡି ଟିକେଟ ପାଇଁ ୧୦ ହଜାର ଲୋକ ଆବେଦନ କରିଛନ୍ତି। ବିଜେଡି ସଂଗଠନ ସମ୍ପାଦକଙ୍କ ଏଭଳି ମନ୍ତବ୍ୟକୁ ସମାଲୋଚନା କରିଛନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ତେବେ ସେ ଅଧିକ କଣ କହିଛନ୍ତି ଶୁଣନ୍ତୁ।