୧୧ମାସ ପରେ ଖୋଲିଲା ବିରଜା ହାଟ :ସୁରକ୍ଷାରେ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ।
କନକ ବ୍ୟୁରୋ: ୧୧ ମାସ ପରେ ଖୋଲିଲା ବିରଜା-ଆଗ୍ନେଶ୍ୱର ହାଟ। ବେଆଇନ ଭାବେ ବିରଜା ପ୍ରକଳ୍ପ ନିର୍ମାଣ ଆଳରେ ହୋଇଥିଲା ସ୍ଥାନାନ୍ତର। ବ୍ୟବସାୟ ନହେବାରୁ ଅସନ୍ତୋଷ ଥିଲେ ଚାଷୀ ଆଉ ବ୍ୟବସାୟୀ । ଆଜି ସକାଳୁ ବିରଜା ଅଗ୍ନେଶ୍ୱର ହାଟରେ ଦୁଇ ପ୍ଲାଟୁନ ପୋଲିସ ସୁରକ୍ଷା ସହ ଆରମ୍ଭ ହୋଇଛି ବ୍ୟବସାୟ । ହାଟକୁ ନେଇ ବିବାଦ ଲାଗି ରହିଥିଲା । ଦୁଇ ଦିନ ତଳେ ବିବାଦର ସମାଧାନ ହୋଇଥିଲା। ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ପରେ ହାଟ ଖୋଲିଛି ।