୧୨୫ ରନ୍‌ରେ ଅଟକିଲା ମୁମ୍ବାଇ

ମୁମ୍ବାଇ, ୧।୪: ଆଇପିଏଲର ୧୪ ତମ ମ୍ୟାଚ ରାଜସ୍ଥାନ ରୟାଲ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ଖେଳାଯାଉଛି। ମୁମ୍ବାଇ ଦଳ ପ୍ରଥମେ ବ୍ୟାଟିଂ କରିବାକୁ ଆସି ୨୦ ଓଭରରେ ୯ ଉଇକେଟ୍‌ ହରାଇ ୧୨୫ ରନ୍‌ ସଂଗ୍ରହ କରିଛି। ଫଳରେ ରାଜସ୍ଥାନ ଆଗରେ ୧୨୬ ରନ୍‌ର ଲକ୍ଷ୍ୟ ରହିଛି। ଏହି ସମୟରେ ମୁମ୍ବାଇ ପାଇଁ କ୍ୟାପଟେନ ହାର୍ଦ୍ଦିକ ପାଣ୍ଡ୍ୟା ସର୍ବାଧିକ ରନ୍‌ ସଂଗ୍ରହ କରିଥିବା ବେଳେ ୨୯ଟି ବଲରେ ୩୨ ରନ୍‌ କରିଛନ୍ତି […] The post ୧୨୫ ରନ୍‌ରେ ଅଟକିଲା ମୁମ୍ବାଇ appeared first on Dharitri Odia News.

୧୨୫ ରନ୍‌ରେ ଅଟକିଲା ମୁମ୍ବାଇ

ମୁମ୍ବାଇ, ୧।୪: ଆଇପିଏଲର ୧୪ ତମ ମ୍ୟାଚ ରାଜସ୍ଥାନ ରୟାଲ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ଖେଳାଯାଉଛି। ମୁମ୍ବାଇ ଦଳ ପ୍ରଥମେ ବ୍ୟାଟିଂ କରିବାକୁ ଆସି ୨୦ ଓଭରରେ ୯ ଉଇକେଟ୍‌ ହରାଇ ୧୨୫ ରନ୍‌ ସଂଗ୍ରହ କରିଛି। ଫଳରେ ରାଜସ୍ଥାନ ଆଗରେ ୧୨୬ ରନ୍‌ର ଲକ୍ଷ୍ୟ ରହିଛି। ଏହି ସମୟରେ ମୁମ୍ବାଇ ପାଇଁ କ୍ୟାପଟେନ ହାର୍ଦ୍ଦିକ ପାଣ୍ଡ୍ୟା ସର୍ବାଧିକ ରନ୍‌ ସଂଗ୍ରହ କରିଥିବା ବେଳେ ୨୯ଟି ବଲରେ ୩୨ ରନ୍‌ କରିଛନ୍ତି ତଳକ ବର୍ମା। ଏହା ବ୍ୟତୀତ ମୁମ୍ବାଇ ଇଣ୍ଡିଆନ୍ସର ବାକି ବ୍ୟାଟରମାନେ ନିରାଶ ହୋଇଛନ୍ତି।

The post ୧୨୫ ରନ୍‌ରେ ଅଟକିଲା ମୁମ୍ବାଇ appeared first on Dharitri Odia News.